ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ ପାଖରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ ୫ଟି ବଗି ଲାଇନଚ୍ୟୁତ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡ଼ି ନାହିଁ। .@RailMinIndia#ECoRupdate Train Alert!!! Train services affected partially due to derailment of a goods train at Bhubaneswar Station yard as per 👇👇👇@DRMKhurdaRoad @DRMWaltairECoR @DRMSambalpur pic.twitter.com/Qtxm964Twk — East Coast Railway (@EastCoastRail) August 22, 2022 ୨ଟି ଲାଇନ ବ୍ଲକ […]

Train-Accident

Train-Accident

Manoranjan Sial
  • Published: Monday, 22 August 2022
  • Updated: 22 August 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ ପାଖରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ ୫ଟି ବଗି ଲାଇନଚ୍ୟୁତ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡ଼ି ନାହିଁ।

https://twitter.com/EastCoastRail/status/1561758791066038274?s=20&t=YMbRq3nONPZeCa9jh9qHww

୨ଟି ଲାଇନ ବ୍ଲକ ହୋଇଥିବା ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ମଞ୍ଚେଶ୍ୱର ଷ୍ଟେସନ୍‌ରେ ଅଟକି ରହିଛି ରାଜଧାନୀ ଏକ୍ସପ୍ରେସ୍‌। ହୀରାଖଣ୍ଡ, ଜନ ଶତାଦ୍ଦୀ, ପୁରୀ-ଦୁର୍ଗ, ତପସ୍ୱିନୀ ବିଳମ୍ବିତ ହେଉଛି। ପୁରୀ-ଗାନ୍ଧିଧାମ ଓ ପୁରୀ-ହାୱାଡା ମଧ୍ୟ ଅଟକି ରହିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story