କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଣ ହରାଇଲେଣି ରାଜ୍ୟର ୧୭ ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଇମ୍ସ ଅଫ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର କରୋନା ସଂକ୍ରମିତ ହୋଇ ଆଜି ପ୍ରାଣ ହରାଇଥିବାବେଳେ ଏପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କରୋନାରେ ରାଜ୍ୟର ମୋଟ ୧୭ଜଣ ସାମ୍ବାଦିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଟାଇମ୍ସ ଅଫ ଇଣ୍ଡିଆର ସାମ୍ବାଦିକ ଶ୍ରୀ ମହାପାତ୍ର କରୋନା ସଂକ୍ରମିତ ହୋଇ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିିତ୍ତିତ ହେଉଥିଲେ । ୪୮ବର୍ଷୀୟ ଶ୍ରୀ ମହାପାତ୍ର ଗତ ୩ଦିନ ଧରି […]

deceased person

deceased person

Ordigital Desk
  • Published: Saturday, 01 May 2021
  • Updated: 01 May 2021, 09:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଇମ୍ସ ଅଫ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର କରୋନା ସଂକ୍ରମିତ ହୋଇ ଆଜି ପ୍ରାଣ ହରାଇଥିବାବେଳେ ଏପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କରୋନାରେ ରାଜ୍ୟର ମୋଟ ୧୭ଜଣ ସାମ୍ବାଦିକ ପ୍ରାଣ ହରାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଟାଇମ୍ସ ଅଫ ଇଣ୍ଡିଆର ସାମ୍ବାଦିକ ଶ୍ରୀ ମହାପାତ୍ର କରୋନା ସଂକ୍ରମିତ ହୋଇ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିିତ୍ତିତ ହେଉଥିଲେ ।

୪୮ବର୍ଷୀୟ ଶ୍ରୀ ମହାପାତ୍ର ଗତ ୩ଦିନ ଧରି ସେ ଭେଣ୍ଟିଲେଟରରେ ରହିଥିଲେ ଓ ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଶ୍ରୀ ମହାପାତ୍ରଙ୍କ ସମେତ ଗତ ଦୁଇମାସ ମଧ୍ୟରେ ରାଜ୍ୟର ୧୭ଜଣ ସାମ୍ବାଦିକ ପ୍ରାଣ ହରାଇଥିବା ସୂଚନା ମିଳିଛି। କେବଳ ଏପ୍ରିଲ ମାସରେ ୧୫ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଗତକାଲି ସମ୍ବାଦର ୪୬ବର୍ଷୀୟ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିବାବେଳେ ଗୁରୁବାର ୪୪ବର୍ଷୀୟ ମାନସ ରଞ୍ଜନ ଜୟପୁରିଆଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ସେହିପରି ଝାରସୁଗୁଡ଼ାସ୍ଥିତ ୪୫ବର୍ଷୀୟ ସାମ୍ବାଦିକ ଅମଜାଦ  ବାଦଶାହ, ଭବାନୀପାଟଣାର ଟିଭି ନ୍ୟୁଜ ଆଙ୍କର ଭାନୁପ୍ରକାଶ ରଥ(୪୫)ଙ୍କର ମଧ୍ୟ କରୋନା ସଂକ୍ରମିତ ହୋଇ ମୃତ୍ୟୁ ଘଟିଛି।
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏକ ଜାତୀୟ ସମ୍ବାଦପତ୍ରକୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଉଥିବା ସାମ୍ବାଦିକମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଗତବର୍ଷ ଏକ ନୀତି ପ୍ରଣୟନ କରିଥିଲେ। ଚଳିତବର୍ଷ ରାଜ୍ୟର ୧୨ଜଣ ସାମ୍ବାଦିକଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କି କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ।ହୋଇ ପ୍ରାଣ ହରାଇଛନ୍ତି। ମୃତ ସାମ୍ବାଦିକମାନଙ୍କର ପରିବାର ସଦସ୍ୟଙ୍କୁ ଖୁବଶୀଘ୍ର ସରକାରୀ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ, ସାମ୍ବାଦିକମାନଙ୍କୁ ଟିକାକରଣ କରାଯିବା ଉପରେ ପ୍ରତିକ୍ରିୟ ଦେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ୱରରେ ସମସ୍ତ ଗଣମାଧ୍ୟମ କର୍ମଚାରୀଙ୍କୁ ଆସନ୍ତା ୪ଦିନ ମଧ୍ୟରେ ଟିକା ଦେବା ପାଇଁ ବିଏମସି ଯୋଜନା କରୁଛି। ପ୍ରାୟ ୨ହଜାର ଗଣମାଧ୍ୟମ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ
ସୂଚନାଯୋଗ୍ୟ, ୧୮ରୁ ୪୪ବର୍ଷ ମଧ୍ୟରେ ବହୁ ସାମ୍ବାଦିକ ଥିବାରୁ ସେମାନେ କୋଭିଡ୍ ଟିକା ନେବା ସମ୍ଭବପର ହୋଇପାରିନଥିଲା। କିନ୍ତୁ ମେ’ ୧ରୁ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଟିକା ଦେବାକୁ ସରକାର ଘୋଷଣା କରିବା ସହ ଟ୍ରାଏଲ ରନ୍ ଆରମ୍ଭ କରିସାରିଥିବାରୁ ଏହା ଆଗଧାଡ଼ିର କରୋନା ଯୋଦ୍ଧା ସାମ୍ବାଦିକମାନଙ୍କ ପାଇଁ ଆଶ୍ୱସ୍ତିର ଖବର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story