ବାପା-ମାଆ ଭିତରେ କଳି ଲଗାଇ ୧୬ ବର୍ଷୀୟା ଝିଅକୁ ଦୁଷ୍କର୍ମ

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): ଦାରିଦ୍ର୍ୟ ତାଡ଼ନାରେ ପେଷି ହେଉଥିବା ଏକ ଦମ୍ପତିଙ୍କ ଉପରେ ସତେ ଯେମିତି ଛିଡିପଡିଛି ଆକାଶ। ଲାଗୁଛି ତାଙ୍କ ପାଇଁ ଦୁନିଆରୁ ମରିଯାଇଛି ମାନବିକତା। ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଜଣେ ଜହ୍ଲାଦ୍‌ ଲୁଟି ନେଇଛି ତାଙ୍କ ଘରର ଇଜ୍ଜତ। ଘଟଣା ଘଟିଛି କେନ୍ଦ୍ରାପଡାରେ। ଅତି ଚତୁର ଭାବେ ପତ୍ନୀ ପତିଙ୍କ ଭିତରେ କଳି ଲଗେଇ ଦେଇ ବଦ୍‌ମାସ୍‌ ମୁସାରଫ୍‌ ଲୁଟି ନେଇଛି ତାଙ୍କ ଝିଅର ଇଜ୍ଜତ।। ପୂରାଘଟଣା ହେଉଛି ଏମିତି। କେନ୍ଦ୍ରାପଡ଼ା ସଦର […]

vt36

vt36

Rakesh Mallick
  • Published: Friday, 01 June 2018
  • Updated: 01 June 2018, 05:31 PM IST

Sports

Latest News

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): ଦାରିଦ୍ର୍ୟ ତାଡ଼ନାରେ ପେଷି ହେଉଥିବା ଏକ ଦମ୍ପତିଙ୍କ ଉପରେ ସତେ ଯେମିତି ଛିଡିପଡିଛି ଆକାଶ। ଲାଗୁଛି ତାଙ୍କ ପାଇଁ ଦୁନିଆରୁ ମରିଯାଇଛି ମାନବିକତା। ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଜଣେ ଜହ୍ଲାଦ୍‌ ଲୁଟି ନେଇଛି ତାଙ୍କ ଘରର ଇଜ୍ଜତ। ଘଟଣା ଘଟିଛି କେନ୍ଦ୍ରାପଡାରେ। ଅତି ଚତୁର ଭାବେ ପତ୍ନୀ ପତିଙ୍କ ଭିତରେ କଳି ଲଗେଇ ଦେଇ ବଦ୍‌ମାସ୍‌ ମୁସାରଫ୍‌ ଲୁଟି ନେଇଛି ତାଙ୍କ ଝିଅର ଇଜ୍ଜତ।।

ପୂରାଘଟଣା ହେଉଛି ଏମିତି। କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳ ଏକ ଗରିବ ପରିବାର। ଜଣଙ୍କ କମେଇରେ ଚାଲେ ପୂରା ପରିବାର। ଘର ସାଂସାର ଠିକ୍‌ଠାକ ଚାଲିଥିବା ବେଳେ ମୁସାରଫ୍‌ଙ୍କ କୋପ ଦୃଷ୍ଟି ପଡେ ଏହି ଘର ଉପରେ। ସମ୍ପର୍କ ଯୋଡ଼ନ୍ତି। ଆଉ ସମ୍ପର୍କ ଯୋଡ଼ିବା ଆଳରେ ବାରମ୍ୱର ତାଙ୍କ ଘରକୁ ଯିବାଆସିବା କରନ୍ତି। ଘରେ ଥିବା ୧୬ ବର୍ଷୀୟା ନାବାଳିକା ଝିଅ ଉପରେ ପଡ଼େ ତାଙ୍କର ଲୋଲୁପ ଦୃଷ୍ଟି। ବାସ୍‌, ସେଇଠୁ ଆରମ୍ଭ ହୁଏ ଷଡ଼ଯନ୍ତ୍ର।

କୌଶଳ କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଲଗାଇବାକୁ ଚେଷ୍ଟା କରନ୍ତି ମୁସାରଫ। ଆଉ ସେଥିରେ ସେ ସଫଳ ମଧ୍ୟ ହୁଅନ୍ତି। ଏପରିକି ନାବାଳିକାଙ୍କ ବାପାଙ୍କୁ ମଦ ପିଆଇ ଘର ଭିତରେ କଳି ଲଗାଇବାକୁ ଚେଷ୍ଟା କରନ୍ତି। ଆଉ ଏହି ଘଟଣାକୁ ନେଇ ଲାଗେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଏହାର ସୁଯୋଗ ନେଇ ମୁସାରଫ ବିଭିନ୍ନ ବାହାନା ଦେଖାଇ ନାବାଳିକାଙ୍କୁ ନିଜ ଘରକୁ ନେଇଯାଆନ୍ତି। ଅଭିଯୋଗ ହୋଇଛି, ସେ ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରିଛନ୍ତି। ଦିନେ କି ଦୁଇ ଦିନ ନୁହେଁ ୨୧ ଦିନ ଧରି ମୁସାରଫ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୌଶଳ କ୍ରମେ ନାବାଳିକା ଜଣକ ସେଠାରୁ ମୁକୁଳି ନିଜ ମାଆ ପାଖରେ ପହଞ୍ଚିଥିଲେ। ପରେ ସେମାନେ ଏବେ ସଦର ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story