ପୁଲିସ କହୁଛି ହଁ, ଆକାଶ କହୁଛନ୍ତି ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍କାଏ କିଙ୍ଗ ଟାଭେଲ୍ ଏଜେନ୍ସିରୁ ଠକେଇ ମାମଲାରେ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ । ୪ ଦିନ ଧରି ତାଙ୍କୁ ପଚରାଉଚରା ପରେ ଆଜି SDJM କୋର୍ଟରେ ହାଜର କରାଯାଇଥିଲା । ମାମଲାରେ ଅଧିକ ତଦନ୍ତ ପାଇଁ ବାପା ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ।  ଆସନ୍ତା ବୁଧବାର ଦିନ ଅଭୟକାନ୍ତ, ଆକାଶ ଏବଂ ଏହି ଲିଙ୍କରେ ଗିରଫ ସର୍ବେଶ୍ୱର ରାଓଙ୍କ ଜାମିନ୍ ଆବେଦନର ଶୁଣାଣି ହେବ […]

akash

akash

Tapas Behera
  • Published: Monday, 21 December 2020
  • Updated: 21 December 2020, 07:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍କାଏ କିଙ୍ଗ ଟାଭେଲ୍ ଏଜେନ୍ସିରୁ ଠକେଇ ମାମଲାରେ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ । ୪ ଦିନ ଧରି ତାଙ୍କୁ ପଚରାଉଚରା ପରେ ଆଜି SDJM କୋର୍ଟରେ ହାଜର କରାଯାଇଥିଲା । ମାମଲାରେ ଅଧିକ ତଦନ୍ତ ପାଇଁ ବାପା ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ।  ଆସନ୍ତା ବୁଧବାର ଦିନ ଅଭୟକାନ୍ତ, ଆକାଶ ଏବଂ ଏହି ଲିଙ୍କରେ ଗିରଫ ସର୍ବେଶ୍ୱର ରାଓଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।

୪ ଦିନିଆ ରିମାଣ୍ଡରେ ଆକାଶଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ପୁଲିସ କହିଛି। ହେଲେ ଏହାକୁ ଖାରଜ କରିଛନ୍ତି ଆକାଶ । ଅଭିଯୋଗ ମୁତାବକ ସେ କୌଣସି ତଥ୍ୟ ମାନି ନଥିବା କୋର୍ଟ ପରିସରରେ ଗଣମାଧ୍ୟମକୁ କହିଛନ୍ତି। ସ୍କାଏ କିଙ୍ଗରୁ ୬୫ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story