ସ୍ମାର୍ଟସିଟି ପାଇଁ କାମ କରିବାକୁ ଥିବା ଅଧିକାରୀ ସିଙ୍ଗାପୁରରେ ପ୍ରଶିକ୍ଷଣ ନେବେ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ସିଙ୍ଗାପୁର ବୈଷୟିକ ସହାୟତାରେ ସ୍ମାର୍ଟସିଟି ଭୁବନେଶ୍ୱରର ବିକାଶ କରାଯିବ। ସ୍ମାର୍ଟସିଟି ପାଇଁ କାମ କରିବାକୁ ଥିବା ଅଧିକାରୀଙ୍କୁ ସିଙ୍ଗାପୁରରେ ପ୍ରଶିକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଏହା କହିଛନ୍ତି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ। ଏ ନେଇ ଭୁବନେଶ୍‌ର ଉନ୍ନୟନ କର୍ତ୍ତୃପକ୍ଷ ଓ ସିଙ୍ଗାପୁର ସହରାଞ୍ଚଳ ପୁର୍ନବିକାଶ କର୍ତ୍ତୃପକ୍ଷଙ୍କ ଭିତରେ ଆଲୋଚନା ହୋଇଛି। ସିଙ୍ଗାପୁର କନସଲ୍‌ ଜେନେରାଲ ଅଜିତ ସିଂଙ୍କ ସହ ଆଲୋଚନା ପରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ସିଂଦେଓ […]

puspendra

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 03:00 AM IST

ଭୁବନେଶ୍ୱର: ସିଙ୍ଗାପୁର ବୈଷୟିକ ସହାୟତାରେ ସ୍ମାର୍ଟସିଟି ଭୁବନେଶ୍ୱରର ବିକାଶ କରାଯିବ। ସ୍ମାର୍ଟସିଟି ପାଇଁ କାମ କରିବାକୁ ଥିବା ଅଧିକାରୀଙ୍କୁ ସିଙ୍ଗାପୁରରେ ପ୍ରଶିକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଏହା କହିଛନ୍ତି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ। ଏ ନେଇ ଭୁବନେଶ୍‌ର ଉନ୍ନୟନ କର୍ତ୍ତୃପକ୍ଷ ଓ ସିଙ୍ଗାପୁର ସହରାଞ୍ଚଳ ପୁର୍ନବିକାଶ କର୍ତ୍ତୃପକ୍ଷଙ୍କ ଭିତରେ ଆଲୋଚନା ହୋଇଛି। ସିଙ୍ଗାପୁର କନସଲ୍‌ ଜେନେରାଲ ଅଜିତ ସିଂଙ୍କ ସହ ଆଲୋଚନା ପରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ସିଂଦେଓ ଏହା କହିଛନ୍ତି।

Related story