ବାଃ ବାଃରେ ସ୍ମାର୍ଟ ସିଟି: ବର୍ଷାରେ ବେହେଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱର। ହେଲେ ଏଠାରେ ଟିକେ ବର୍ଷା ହୋଇଗଲେ ବେହାଲ ହୋଇଯାଏ ଜନଜୀବନ। ଆଜି ଅସରାଏ ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। କିଛି ସ୍ଥାନରେ ଗଛପତ୍ର ଭାଙ୍ଗିଯାଇଛି। ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ମାର୍ଟ ସିଟିର ଡିଣ୍ଡିମ ପିଟୁଥିବା ଭୁବନେଶ୍ୱରର ଅବସ୍ଥା କୌଣସି ଉପାନ୍ତ ଅଞ୍ଚଳଠାରୁ କମ୍ ନାହିଁ। ଲୋକଙ୍କ ଘରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି।

bbsr

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 07:14 PM IST

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱର। ହେଲେ ଏଠାରେ ଟିକେ ବର୍ଷା ହୋଇଗଲେ ବେହାଲ ହୋଇଯାଏ ଜନଜୀବନ। ଆଜି ଅସରାଏ ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। କିଛି ସ୍ଥାନରେ ଗଛପତ୍ର ଭାଙ୍ଗିଯାଇଛି। ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍ମାର୍ଟ ସିଟିର ଡିଣ୍ଡିମ ପିଟୁଥିବା ଭୁବନେଶ୍ୱରର ଅବସ୍ଥା କୌଣସି ଉପାନ୍ତ ଅଞ୍ଚଳଠାରୁ କମ୍ ନାହିଁ। ଲୋକଙ୍କ ଘରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି।

Related story