କୋରାପୁଟର ଯୁବ ବୈଜ୍ଞାନିକ ଶ୍ରୀକୁମାରଙ୍କ କମାଲ, ପାଣି ପାଇଁ ଆଉ ରହିବନି ଟେନ୍‌ସନ୍‌

ଜୟପୁର(ଓଡ଼ିଶା ରିପୋର୍ଟର) ଜଳ ହିଁ ଜୀବନ। କେଉଁଠି ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏଭଳି କ୍ଷେତ୍ରରେ ଜୀବନ ପାଇଁ ଜଳ କେତେ ଯେ ଆବଶ୍ୟକ ଏହାକୁ ବୁଝି ପାରିଛନ୍ତି କୋରାପୁଟର ଜଣେ ଯୁବକ। କୋଟପାଡ଼ ଅଞ୍ଚଳର ଶ୍ରୀକୁମାର ଶତପଥୀ ଏକ ସ୍ମାର୍ଟ କିଟ୍‌ ତିଆରି କରିଛନ୍ତି। ଯାହାକୁ ସ୍ମାର୍ଟ ୱାଟର ଆଣ୍ଡ୍‌ ଇଲେକ୍ଟ୍ରିକ୍‌ ସେଭର୍‌ କୁହାଯାଉଛି। ଏହାକୁ ବ୍ୟବହାର କରିବା ଫଳରେ ଘରେ ଆଉ […]

490

490

Tapas Behera
  • Published: Sunday, 07 July 2019
  • Updated: 07 July 2019, 07:47 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର) ଜଳ ହିଁ ଜୀବନ। କେଉଁଠି ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏଭଳି କ୍ଷେତ୍ରରେ ଜୀବନ ପାଇଁ ଜଳ କେତେ ଯେ ଆବଶ୍ୟକ ଏହାକୁ ବୁଝି ପାରିଛନ୍ତି କୋରାପୁଟର ଜଣେ ଯୁବକ। କୋଟପାଡ଼ ଅଞ୍ଚଳର ଶ୍ରୀକୁମାର ଶତପଥୀ ଏକ ସ୍ମାର୍ଟ କିଟ୍‌ ତିଆରି କରିଛନ୍ତି। ଯାହାକୁ ସ୍ମାର୍ଟ ୱାଟର ଆଣ୍ଡ୍‌ ଇଲେକ୍ଟ୍ରିକ୍‌ ସେଭର୍‌ କୁହାଯାଉଛି। ଏହାକୁ ବ୍ୟବହାର କରିବା ଫଳରେ ଘରେ ଆଉ ଜଳ ନଷ୍ଟ ହେବନି କି ବିଦ୍ୟୁତ୍‌ ବିଲ୍ ମଧ୍ୟ ଅଧିକ ଖର୍ଚ୍ଚ ହେବନି।

ବେଳେ ବେଳେ ଜାଣତରେ ହେଉ କିମ୍ବା ଅଜାଣତରେ ବିଭିନ୍ନ କାରଣରୁ ଘରେ, ବାହାରେ ଜଳ ନଷ୍ଟ ହୋଇଥାଏ। ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଏହି ସ୍ମାଟ୍ କିଟ୍ ବ୍ୟବହାର ଦ୍ୱାରା ଘରେ ଆଉ ଜଳ ନଷ୍ଟ ହେବନି ଓ ପାଣି ଟାଙ୍କିରେ ପାଣି ଅଛି କି ନାହିଁ ବାରମ୍ବାର ଦେଖିବାକୁ ବି ପଡିବ ନାହିଁ। ଟାଙ୍କିରେ ପାଣି ସରିଲେ ବିଦ୍ୟୁତ୍‌ ଚାଳିତ ମୋଟର ଆପେ ଆପେ ଷ୍ଟାର୍ଟ ହୋଇଯିବ। ସେହିପରି ଟାଙ୍କି ପୂର୍ଣ୍ଣ ହୋଇଗଲେ ଆପେ ଆପେ ମୋଟର ବନ୍ଦ ହୋଇଯିବ। ଫଳରେ ବିଦ୍ୟୁତ୍‌ ବିଲ୍ ମଧ୍ୟ କମିଯିବ। ଏପରିକି ସପ୍ଲାଏ ପାଣି କିମ୍ବା ନଳକୂପ ବ୍ୟବହାର କରୁଥିଲେ ବି ସେଥିରେ ଏହି କିଟ୍ ଲଗାଯାଇପାରିବ। ଏହାକୁ କୋଟପାଡ଼ ଅଞ୍ଚଳର କିଛି ଲୋକେ ବ୍ୟବହାର କରି ଉପକୃତ ହୋଇଥିବା ଜଣାପଡ଼ିଛି।

ଶ୍ରୀକୁମାରଙ୍କ ଘର କୋରାପୁଟ ଜିଲ୍ଲା କୋଟପାଡ଼ରେ। ହେଲେ ସେ ଏବେ ଜୟପୁରରେ ରହୁଛନ୍ତି। ଶ୍ରୀକୁମାର ବିଏସ୍‌ସି ପାସ୍ କରିବା ପରେ ଏକ ଘରୋଇ ମାର୍କେଟିଂ କମ୍ପାନୀରେ ଚାକିରି କରୁଛନ୍ତି।  ଏହା ପୂର୍ବରୁ ମଧ୍ୟ ବାଇକ ଚୋରି ରୋକିବା ପାଇଁ ଏକ କିଟ୍ ନିର୍ମାଣ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story