ଆଉ ଲାଗିବନି ବିଦ୍ୟୁତ କଳି, ଘରେ ବସିବ ପ୍ରିପେଡ୍‌ ସ୍ମାର୍ଟ ମିଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଲାଗିବନି ବିଦ୍ୟୁତ କଳ। ମୋବାଇଲ୍‌ ଟକ୍‌ଟାଇମ୍‌ ଭଳି ଏଣିକି ବିଦ୍ୟୁତ ପାଇଁ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର। ସିମ୍‌ କାର୍ଡ ଜରିଆରେ କରିବାକୁ ହେବ ବିଲ୍‌ ପେମେଣ୍ଟ। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ଅନୁସାରେ ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍‌ […]

Smart

Smart

Manoranjan Sial
  • Published: Tuesday, 05 October 2021
  • Updated: 05 October 2021, 08:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଲାଗିବନି ବିଦ୍ୟୁତ କଳ। ମୋବାଇଲ୍‌ ଟକ୍‌ଟାଇମ୍‌ ଭଳି ଏଣିକି ବିଦ୍ୟୁତ ପାଇଁ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର। ସିମ୍‌ କାର୍ଡ ଜରିଆରେ କରିବାକୁ ହେବ ବିଲ୍‌ ପେମେଣ୍ଟ। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ଅନୁସାରେ ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍‌ ଆଦାୟ କରାଯିବ। ଏସ୍‌ଏଚ୍‌ଜି ମହିଳାମାନେ ଘରକୁ ଘର ବୁଲି ବିଦ୍ୟୁତ ବିଲ୍‌ ଆଦାୟ କରିବେ। ଜଣେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ। ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍‌ ଦେବାକୁ ପଡ଼ିବ।

ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ୍‌ କମିଟି ବୈଠକରେ ଟାଟା ପାଓ୍ୱାର ଓ ଶକ୍ତି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ଯେଉଁ ଅଞ୍ଚଳରେ ଠିକ୍‌ ଭାବେ ପାଓ୍ୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାଓ୍ୱାର ସପ୍ଲାଏ ହେବ। ଯେଉଁ ଘରକୁ ବିଜୁଳି ସଂଯୋଗ ହୋଇନି, ସେଠାକୁ ଯେପରି ତୁରନ୍ତ ବିଜୁଳି ଯୋଗାଇ ଦିଆଯିବ ବୈଠକରେ ତା’ ଉପରେ ଆଲୋଚନା ହୋଇଛି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ଯେଉଁ ଗାଁକୁ ବିଦ୍ୟୁତ ଯୋଗାଣ ହୋଇନି ବା ଯେଉଁ ଘରକୁ ବିଦ୍ୟୁତ ସଂଯୋଗ କରାଯାଇନି, ସେସବୁକୁ ବିଦ୍ୟୁତ ସଂଯୋଗ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story