ପୁଣି ଆସିଲା ସାଂଘାତିକ ତଥ୍ୟ: ରଙ୍ଗଶାଳାରେ ଭାଇ-ଭାଇ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ସାମ୍ନାକୁ ଆସିଛି। ରଙ୍ଗଶାଳାର ସରକାରୀ ଦସ୍ତାବିଜ୍ ଖାତା ନମ୍ବର ୧୦୯ ପ୍ଲଟ୍ ନମ୍ବର ୨୯୦। ସମୁଦାୟ ଯାଗା ୪୩ ଡିସିମିଲ ସେଥିରୁ ୨୩ ଡିସିମିଲରେ ରଙ୍ଗଶାଳା ବନେଇ ଦଖଲରେ ଥିଲେ ରୂପେଶ ଭଦ୍ରଙ୍କ ଭାଇ ରାଜେଶ ଭଦ୍ର। ହେଲେ ସରକାରୀ ଯାଗାରେ କୋଠା ବନେଇଥିବା ସରକାରଙ୍କ ନଜରକୁ ଆସିବା ପରେ ୨୧ ମାର୍ଚ୍ଚ, ୨୦୧୮ରେ ରାଜେଶଙ୍କ ଉପରେ ୨୭୬୦ ଟଙ୍କାର ଜରିମାନା […]

5tp

5tp

Tapas Behera
  • Published: Wednesday, 13 November 2019
  • Updated: 13 November 2019, 10:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ସାମ୍ନାକୁ ଆସିଛି। ରଙ୍ଗଶାଳାର ସରକାରୀ ଦସ୍ତାବିଜ୍ ଖାତା ନମ୍ବର ୧୦୯ ପ୍ଲଟ୍ ନମ୍ବର ୨୯୦। ସମୁଦାୟ ଯାଗା ୪୩ ଡିସିମିଲ ସେଥିରୁ ୨୩ ଡିସିମିଲରେ ରଙ୍ଗଶାଳା ବନେଇ ଦଖଲରେ ଥିଲେ ରୂପେଶ ଭଦ୍ରଙ୍କ ଭାଇ ରାଜେଶ ଭଦ୍ର। ହେଲେ ସରକାରୀ ଯାଗାରେ କୋଠା ବନେଇଥିବା ସରକାରଙ୍କ ନଜରକୁ ଆସିବା ପରେ ୨୧ ମାର୍ଚ୍ଚ, ୨୦୧୮ରେ ରାଜେଶଙ୍କ ଉପରେ ୨୭୬୦ ଟଙ୍କାର ଜରିମାନା କଷିଥିଲେ ସ୍ଥାନୀୟ ତହସିଲଦାର। ବେଦଖଲ ପାଇଁ ନୋଟିସ୍ ବି କରିଥିଲେ। ଏହାପରେ ୨୬ ମାର୍ଚ୍ଚ ୨୦୧୮ରେ ରାଜେଶ ଭଦ୍ରଙ୍କୁ ରଙ୍ଗଶାଳାରୁ ଉଚ୍ଛେଦ କରାଗଲା ବୋଲି ଦର୍ଶାଇ ଆରଆଇ ତହସିଲଦାରଙ୍କୁ ଏକ ରିପୋର୍ଟ ଦେଇ କେଶ୍ କ୍ଲୋଜ୍ କରିବାକୁ ଅନୁରୋଧ କରିଥିଲେ। ଏହାରି ଆଧାରରେ ୩୧ ମାର୍ଚ୍ଚ ୨୦୧୮ରେ ଧର୍ମଶାଳା ତହସିଲଦାର ସଂପୃକ୍ତ ମାମଲାର ପରିସମାପ୍ତି କରିଥିଲେ।

ହେଲେ ଏଠି ପ୍ରଶ୍ନ ଆଇନ୍ ଅନୁସାରେ ବେଦଖଲ ପରେ ସରକାରଙ୍କ ଦଖଲକୁ ଆସିଥିବା ଏତେବଡ଼ ରଙ୍ଗଶାଳା ପୁଣି ରାଜେଶ ଭଦ୍ରଙ୍କ ଦଖଲକୁ ଗଲା କେମିତି ? ଉଚ୍ଛେଦ କେବଳ କାଗଜକଲମରେ ହୋଇଥିଲା ନା ପରୋକ୍ଷରେ ସରକାରୀ ବାବୁ ହିଁ ସବୁ କିଛି ନିୟନ୍ତ୍ରଣ କରୁଥିଲେ? କାରଣ ନିୟମ ଅନୁସାରେ  ବେଦଖଲ କରିବା ପରେ ସରକାର ସଂପୃକ୍ତ ଜମି ବା ସଂପତ୍ତିର ମାଲିକାନା ହାତକୁ ନିଅନ୍ତି।  ତେଣୁ ଏଠି କେଉଁ ସ୍ୱାର୍ଥରେ ଏବଂ କାହା ପ୍ରରୋଚନାରେ କାଗଜ କଲମରେ ବେଦଖଲ ସତ୍ତ୍ୱେ ରଙ୍ଗଶାଳା ଚାଲୁଥିଲା ? ତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ କଂଗ୍ରେସ ଓ ବିଜେପି ସିଧା ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରଙ୍ଗଶାଳା ଚାଲିଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ।

ଆତ୍ମହତ୍ୟା ନା ହତ୍ୟା? ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ଥିବା ବେଳେ ରୂପେଶଙ୍କ ବେଆଇନ୍ ରଂଗଶାଳା ମାମଲାରେ ଏସବୁ ଦସ୍ତାବିଜ୍ ସ୍ଥାନୀୟ ସରକାରୀବାବୁଙ୍କ ସଂପୃକ୍ତି ଆଡ଼କୁ ଇସାରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story