ପାନ ଖାଇଲେ ପାଟିରୁ ଧୂଆଁ ବାହାରୁଛି, ନିଆଁ ଜଳୁଛି

କଟକ(ଓଡ଼ିଶା ରିପୋର୍ଟର):ପାନ ଖାଇଲେ ଧୂଆଁ ବାହାରୁଛି। ଖାଲି ଧୂଆଁ ନୁହେଁ  ନିଆଁ ବି ବାହାରୁଛି। ପାଟି ବି ନାଲି ପଡ଼ୁଛି। ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ମଧ୍ୟ। ଭାବୁଥିବେ ଇଏ କେମିତି କା ପାନ। ହଁ ଆମେ କହୁଛୁ କଟକ ଐତିହାସିକ ବାଲିଯାତ୍ରାର କଥା। ଏଠାରେ ହିଁ ମିଳୁଛି ଏହି ନିଆରା ପାନ। ଲୋକେ ବାଲି ଯାତ୍ରାରେ ବୁଲାବୁଲିର ମଜା ନେବା ସହ ଏହି ନିଆରା ପାନର ମଜା ନେଉଛନ୍ତି। ଯାହାକୁ କୁହାଯାଉଛି ବନାରସ ପାନ। ୫୨ […]

c-908

c-908

Tapas Behera
  • Published: Saturday, 16 November 2019
  • Updated: 16 November 2019, 06:08 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ପାନ ଖାଇଲେ ଧୂଆଁ ବାହାରୁଛି। ଖାଲି ଧୂଆଁ ନୁହେଁ  ନିଆଁ ବି ବାହାରୁଛି। ପାଟି ବି ନାଲି ପଡ଼ୁଛି। ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ମଧ୍ୟ। ଭାବୁଥିବେ ଇଏ କେମିତି କା ପାନ। ହଁ ଆମେ କହୁଛୁ କଟକ ଐତିହାସିକ ବାଲିଯାତ୍ରାର କଥା। ଏଠାରେ ହିଁ ମିଳୁଛି ଏହି ନିଆରା ପାନ। ଲୋକେ ବାଲି ଯାତ୍ରାରେ ବୁଲାବୁଲିର ମଜା ନେବା ସହ ଏହି ନିଆରା ପାନର ମଜା ନେଉଛନ୍ତି। ଯାହାକୁ କୁହାଯାଉଛି ବନାରସ ପାନ। ୫୨ ପ୍ରକାର ମସଲାରେ ଏହି ପାନ ତିଆରି ହେଉଛି। ଏଥିରେ ଏକପ୍ରକାର ଲିକୁଇଡ୍‌ ଦିଆଯାଉଛି।

ତେଣୁ ପାଟିରେ ଭର୍ତ୍ତି କରିବା ମାତ୍ରେ ଧୂଆଁ ବାହାରୁଛି। ସେହିପରି ଫାୟାର ପାନ ମଧ୍ୟ ଅଛି। ଏହାକୁ ଖାଇବା ମାତ୍ରେ ପାଟିରୁ ନିଆଁ ବାହାରିବ। ଏହି ପାନର ମଜା କେଉଁଠି ମିଳିବନି ବୋଲି ଦୋକାନୀ କହିଛନ୍ତି। ଏହି ପାନ ପ୍ରଥମ ଥର ପାଇଁ ଆସିଛି ବୋଲି ଦୋକାନୀ କହିଛନ୍ତି। ଏହାର ଦର ମଧ୍ୟ ସାଧାରଣ ନୁହଁ। ସ୍ମୋକ୍‌  ପାନ ହେଉଛି ୫୦ ଟଙ୍କା, ଫାୟାର ପାନ ୩୦ ଓ ନର୍ମାଲ ପାନର ଦର ରହିଛି ୨୦ ଟଙ୍କା। ଲୋକେ ଅଧିକ ସ୍ମୋକ ପାନ୍‌ ଅଧିକ ପସନ୍ଦ କରୁଛନ୍ତି ବୋଲି ଦୋକାନୀ କହିଛନ୍ତି। ସନ୍ଧ୍ୟା ହେଲେ କଟକ ବାଲିଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼ ଜୁମୁଛି।

ପିଲାଠାରୁ ଯୁବ ସମସ୍ତେ ଏହି ଯାତ୍ରାର ମଜା ନେଉଛନ୍ତି। କଟକର ପ୍ରସିଦ୍ଧ ଆଉ ଏକ ଆଇଟମ୍‌ ହେଉଛି ଦହିବରା ଆଳୁଦମ । ଗ୍ରାହକଙ୍କ ଚାହିଦାକୁ ନେଇ ଦହି-ବରା ଆଳୁଦମକୁ ଆହୁରି ସୁସ୍ୱାଦୁ କରିବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। କେବଳ ଯେ ଦହିବରା ତା’ ନୁହେଁ। ଠୁଙ୍କା ପୁରୀ କଟକ ବାଲିଯାତ୍ରାର ଆଉ ଏକ ସୁଆଦିଆ ଖାଦ୍ୟ। ଠୁଙ୍କାପୁରୀ ସାଙ୍ଗକୁ ଗରମାଗରମ ଛୋଲେ ଖାଇବାକୁ ଲୋକେ ଭିଡ଼ ଲଗାଇଛନ୍ତି।

ସେପଟେ ଠୁଙ୍କାପୁରୀ ଓ ଛୋଲେର ଦାମ୍ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକେ ବାଲିଯାତ୍ରାରେ ସୁଆଦିଆ ଖାଦ୍ୟ ଖାଇବାକୁ ଆଗ୍ରହ ଦେଖାଉଛନ୍ତି। ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଛି ପଥୋତ୍ସବ।

https://youtu.be/9anWYaoPQ3I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story