ଉଇ ହୁଙ୍କାରେ ସାପ ସାଲୁବାଲୁ, ଦେଖନ୍ତୁ ଭିଡିଓ

ଭଦ୍ରକ (ଓଡ଼ିଶା ରିପୋର୍ଟର):  ଭଦ୍ରକ ଜିଲ୍ଲା ଧାମନଗରରେ ୮୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର। ଧାମନଗର ଏନ୍‌ଏସି ଅନ୍ତର୍ଗତ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରେ ଥିବା ଉଇ ହୁଙ୍କାରୁ ଏହି ନାଗ ସାପ ଛୁଆଗୁଡ଼ିକୁ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ୍ ପକ୍ଷରୁ ଏହି ସାପ ଛୁଆଗୁଡ଼ିକୁ ଉଦ୍ଧାର କରାଯାଇଛି।