ଖାଦ୍ୟରୁ ବାହାରିଲା ବିଷଧର ସାପ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ ): ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ। ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ।  ହେଲେ ଏଥିରେ କେହି ଗୁରୁତର ଭାବେ ଅସୁସ୍ଥ ହୋଇ ନ ଥିବା ଜଣାଯାଇଛି। ଦେଉଳି ଗ୍ରାମର ଏକ ଏସଏଚଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଆଜି ଭୋଜି କରୁଥିଲେ। ତେବେ ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ  ଚିତିସାପ ଦେଖିଥିଲେ । କିନ୍ତୁ ସେତେବେଳକୁ ବହୁ […]

snake

snake

Niharika Rout
  • Published: Friday, 24 January 2020
  • Updated: 24 January 2020, 02:57 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ ): ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ। ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ।  ହେଲେ ଏଥିରେ କେହି ଗୁରୁତର ଭାବେ ଅସୁସ୍ଥ ହୋଇ ନ ଥିବା ଜଣାଯାଇଛି।

ଦେଉଳି ଗ୍ରାମର ଏକ ଏସଏଚଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଆଜି ଭୋଜି କରୁଥିଲେ। ତେବେ ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ  ଚିତିସାପ ଦେଖିଥିଲେ । କିନ୍ତୁ ସେତେବେଳକୁ ବହୁ ଲୋକ ଖାଇ ସାରିଥିଲେ। ଚିତି ସାପଟି ମରିଯାଇଥିବା ବେଳେ ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ  ଭୟଭୀତ ହୋଇଯାଇଥିଲେ।

ଏହାପରେ ଭୋଜି ଖାଇଥିବା ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।     ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କର ECG ଓ bloode test କରାଯାଇଥିବା ବେଳେ ସେମାନେ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story