ଫ୍ୟାନ୍ ଉପରେ ସାପ

ଯାଜପୁର (ଓଡ଼ିଶା ରିପୋର୍ଟର) ଫ୍ୟାନ୍ ଉପରେ ଗୁଡ଼ାଇ ହୋଇ ରହିଛି ସାପ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଅଞ୍ଚଳରେ । ସ୍ଥାନୀୟ ମୁକୁନ୍ଦପୁର ଗାଁର ଜୈନିକ ବ୍ୟକ୍ତିଙ୍କ ଘରେ ସାପ ଥିବା ନେଇ ସ୍ନେକ ହେଲପ ଲାଇନକୁ ଫୋନ କରାଯାଇଥିଲା। ତେବେ ଏହି ସମୟରେ ସାପଟି ଫ୍ୟାନ୍‌ରେ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ବହୁ ଚେଷ୍ଟା ପରେ ସାପକୁ ଉଦ୍ଧାର କରାଯାଇଥିଲା।

snake-1..

Niharika Rout
  • Published: Wednesday, 31 July 2019
  • , Updated: 31 July 2019, 12:05 PM IST

ଯାଜପୁର (ଓଡ଼ିଶା ରିପୋର୍ଟର) ଫ୍ୟାନ୍ ଉପରେ ଗୁଡ଼ାଇ ହୋଇ ରହିଛି ସାପ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଅଞ୍ଚଳରେ ।

ସ୍ଥାନୀୟ ମୁକୁନ୍ଦପୁର ଗାଁର ଜୈନିକ ବ୍ୟକ୍ତିଙ୍କ ଘରେ ସାପ ଥିବା ନେଇ ସ୍ନେକ ହେଲପ ଲାଇନକୁ ଫୋନ କରାଯାଇଥିଲା। ତେବେ ଏହି ସମୟରେ ସାପଟି ଫ୍ୟାନ୍‌ରେ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ବହୁ ଚେଷ୍ଟା ପରେ ସାପକୁ ଉଦ୍ଧାର କରାଯାଇଥିଲା।

Related story