ସାପ କଲା ସଂଜ୍ଞାହୀନ: ନାଗକୁ  ବାହାର କରିବାକୁ ଖୋଳୁଥିଲେ, ସେ ବୁଲି ଆସି ଫେଣା ଟେକିଲା

ଭଦ୍ରକ,(ତପନ ସ୍ୱାଇଁ /ରଶ୍ମୀରଂଜନ ଦାସ ): ଉପର ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ? ଭାବୁଥିବେ ନାଗ ତ’ ସବୁଠି ବାଷ କରନ୍ତି ତେବେ ଏଗୁଡ଼ିକର ଘର ଧମାନଗର ହେଲା କେମିତି। ତେବେ ଗତ କିଛିଦିନ ଧରି ଧାମନଗରରୁ ଲଗାତାର  ନାଗସାପ ଉଦ୍ଧାର ହେବଘଟଣା ଏମିତି କିଛି ଧାରଣା ସୃଷ୍ଟି କରିଛି। ସ୍ଥାନୀୟ ପାଇକ ସାହିରୁ ୩ ଦିନରେ ୧୩୧ ନାଗସାପ ଉଦ୍ଧାର ହେବା ପରେ ଆଜି କଣ୍ଟାବଣିଆ ସାହିଁରୁ ନାଗୁଣି ସମେତ ୧୨ ସାପଙ୍କୁ ଉଦ୍ଧାର […]

jajpur

jajpur

Rakesh Mallick
  • Published: Monday, 25 June 2018
  • Updated: 25 June 2018, 09:04 PM IST

Sports

Latest News

ଭଦ୍ରକ,(ତପନ ସ୍ୱାଇଁ /ରଶ୍ମୀରଂଜନ ଦାସ ): ଉପର ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ? ଭାବୁଥିବେ ନାଗ ତ’ ସବୁଠି ବାଷ କରନ୍ତି ତେବେ ଏଗୁଡ଼ିକର ଘର ଧମାନଗର ହେଲା କେମିତି। ତେବେ ଗତ କିଛିଦିନ ଧରି ଧାମନଗରରୁ ଲଗାତାର  ନାଗସାପ ଉଦ୍ଧାର ହେବଘଟଣା ଏମିତି କିଛି ଧାରଣା ସୃଷ୍ଟି କରିଛି। ସ୍ଥାନୀୟ ପାଇକ ସାହିରୁ ୩ ଦିନରେ ୧୩୧ ନାଗସାପ ଉଦ୍ଧାର ହେବା ପରେ ଆଜି କଣ୍ଟାବଣିଆ ସାହିଁରୁ ନାଗୁଣି ସମେତ ୧୨ ସାପଙ୍କୁ ଉଦ୍ଧାର କରାଯାଇଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ଉତ୍ସୁକତା ବଢ଼ାଇଦେଇଛି।  ଭଦ୍ରକ ଧାମନଗର ଜୟୀନଗର କଣ୍ଟାବଣିଆ ସାହିର ଗୌରାଙ୍ଗ ଜେନାଙ୍କ ଘରେ ନାଗରାଜଙ୍କୁ ଧରିବାକୁ ଅଭିଯାନ ଜୋରଦାର କରାଯାଇଛି। ଶିଳ ତଳୁ ୧୦ଟି ନାଗସାପ  ଛୁଅ ଉଦ୍ଧାର ହେବା ପରେ ଉଭୟ ନାଗ ଓ ନାଗୁଣୀକୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ସ୍ନେକ୍ ହେଲପଲାଇନ୍ ।

ଘରେ ଥିବା ଗାତରେ କାଳେ ନାଗ-ନାଗୁଣୀ ଲୁଚି ଥିବେ ସେଥିପାଇଁ ସାପ ଧରାଳିଙ୍କ ପରାମର୍ଶରେ ଏହାକୁ ଖୋଳାଯାଇଥିଲା। ତେବେ ଏହି ସମୟରେ ନାଗୁଣୀ ଚାଳ ବାଟେ ଆସି ମାଟି ଖୋଳୁଥିବା ବ୍ୟକ୍ତିଙ୍କ ଉପରକୁ ଲମ୍ଫ ଦେଇଥିଲା। ମାତ୍ର ସେ ହାତରେ ଧରିଥିବା କୋଦାଳ ଛାଟି ଦେବାରୁ ନାଗୁଣୀ ଚିଟିକି ପଡିଥିଲା । ସଂପୃକ୍ତ ବ୍ୟକ୍ତି ଭୟଭୀତ ହୋଇ ସଂଜ୍ଞାହୀନ ହୋଇପଡିଥିବା ବେଳେ କୋଦାଳ ବାଜି ନାଗୁଣୀର ଲାଞ୍ଜ କଟିଯାଇଛି । ସେଠାରେ ଉପସ୍ଥିତ ସାପ ଧରାଳି ଆହତ ନାଗୁଣିକୁ ତୁରନ୍ତ ଧରି ନେଇଥିଲେ।  ତେବେ ନାଗର ସଂଧାନ ମିଳିପାରିନାହିଁ।

ସେପଟେ ସ୍ଥାନୀୟ ପାଇକ ସାହିରୁ ଉଦ୍ଧାର କରାଯାଇଥିବା ୧୩୧ଟି ନାଗସାପ ଆନନ୍ଦପୁରର ହଦଗଡ଼ ଡ୍ୟାମ୍ ପାର୍ଶ୍ୱ ଜଙ୍ଗଲରେ ଛଡାଯାଇଛି । ଗାଁର ବିଜୟ ଭୂୟାଁଙ୍କ ଘର ଭିତରୁ ତିନି ଦିନ ଏହି ସାପଙ୍କୁ ଉଦ୍ଧାର କରାଯାଇଥିଲା॥ ପ୍ରଥମ ଦୁଇ ଦିନରେ ୧୨୬ ଛୁଆ ଧରାପଡିଥିବା ବେଳେ ଗତକାଲି ନାଗ-ନାଗୁଣିଙ୍କୁ ମିଶାଇ ଆଉ ୫ଟି ସାପ ଉଦ୍ଧାର ହୋଇଥିଲା। ବିଜୟଙ୍କ ଘର କାନ୍ଥକୁ ଲାଗି ଥିବା ଊଇ ହୁଙ୍କାରୁ ଏହି ସାପଙ୍କୁ ଧରାଯାଇଥିଲା ।

କେବଳ ଭଦ୍ରକ ନୁହେଁ ଶନିବାର କଟକ ବାଙ୍କି ଥାନା ସାହାଡ଼ାପଦା ଗାଁର ଜଣଙ୍କ ଘରୁ ଏକ ବିଷଧର ସାପ ଉଦ୍ଧାର ହୋଇଥିଲା।  ତେବେ ପରିବାର ଲୋକ ମଶାରୀ ଟାଣି ଶୋଇଥିବାରୁ ରକ୍ଷା ପାଇଯାଇଥିଲେ।  ସେପଟେ ବର୍ଷାଦିନ ସାପଙ୍କ ପ୍ରଜନନ ସମୟ ହୋଇଥିବାରୁ ଅଣ୍ଡା ଫୁଟି ଛୁଆ ବାହାରିବାରେ କିଛି ଅସ୍ୱାଭବିକତା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ସାପକୁ ଦେଖିଲେ ତାକୁ ନମାରି ସ୍ନେକ୍ ହେଲପ ଲାଇନର ସହାୟତା ନେବାକୁ କୁହାଯାଇଛି । ଅନ୍ୟପକ୍ଷରେ ଘର ଚାରିପଟ ସଫା ରଖିବା ସହ କବାଟ,ଝରକା ଓ ଅନ୍ୟସ୍ଥାନରେ ଥିବା ଫାଙ୍କ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story