ଉଦ୍ଧାର ହେଲା ୧୪ ଫୁଟିଆ ଅହିରାଜ, ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Friday, 13 April 2018
  • , Updated: 13 April 2018, 06:56 PM IST
<p>ବାରିପଦା (ଓଡ଼ିଶା ରିପୋର୍ଟର): ବାରିପଦା ବନାଞ୍ଚଳ ସ୍ଥିତ ହତୀପୁର ଗାଁରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି।&nbsp; ସାପଟିର ଲମ୍ବ ପ୍ରାୟ ୧୪ ଫୁଟ ହେବ। ସାପଟି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଥିଲେ। ପରେ ବାରିପଦା ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚି ସାପଟିକୁ ଧରିବାରେ ବିଫଳ ହୋଇଥିଲେ। ପରେ ଜଣେ ସ୍ଥାନୀୟ ସାପ ଧରାଳୀଙ୍କ ହାଯ୍ୟରେ ସାପଟିକୁ ଧରାଯାଇ ବନ ବିଭାଗକୁ ହସ୍ତନ୍ତର କରାଯାଇଥିଲା। ଅହିରାଜଟି ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।</p>

Related story