ଘର ଛାତରେ ଅଜଗର: ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ଛାତରେ ଅଜଗର। ତାହା ପୁଣି ୯ ଫୁଟ ଲମ୍ବର ଅଜଗର। ଭୁବନେଶ୍ୱର ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ପରିସରରୁ ଏହି ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଗୋଟିଏ ଘରର ଆଜବେଷ୍ଟସ୍&zwnj;ରେ ଓହଳିଥିବା ଦେଖିବାକୁ ପାଇଥିଲେ ଲୋକେ। ପରେ ଏ ସମ୍ପର୍କରେ ସ୍ନେକ ହେପ୍ପଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲପଲାଇନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ଭରତପୁର ଜଙ୍ଗଲରେ ଛାଡି ଦେଇଛନ୍ତି।</p> <p>ଅଜଗରଟି ନିକଟସ୍ଥ ଭରତପୁର ଜଙ୍ଗଲରୁ ଆସିଥିବା ଆଶଙ୍କା କରାଯାଉଛି। ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରରେ ମହଜୁଦ ଥିବା ଖାଦ୍ୟ ଖାଇବାକୁ ଅଜଗର ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଏହି ପାର୍କ ତଥା ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ପରିସରରୁ ଅନେକ ସାପ ଉଦ୍ଧାର କରାଯାଇଛି।</p>

Ordigital Desk
  • Published: Thursday, 04 January 2018
  • Updated: 04 January 2018, 10:27 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ଛାତରେ ଅଜଗର। ତାହା ପୁଣି ୯ ଫୁଟ ଲମ୍ବର ଅଜଗର। ଭୁବନେଶ୍ୱର ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ପରିସରରୁ ଏହି ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଗୋଟିଏ ଘରର ଆଜବେଷ୍ଟସ୍&zwnj;ରେ ଓହଳିଥିବା ଦେଖିବାକୁ ପାଇଥିଲେ ଲୋକେ। ପରେ ଏ ସମ୍ପର୍କରେ ସ୍ନେକ ହେପ୍ପଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲପଲାଇନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ଭରତପୁର ଜଙ୍ଗଲରେ ଛାଡି ଦେଇଛନ୍ତି।</p><p>ଅଜଗରଟି ନିକଟସ୍ଥ ଭରତପୁର ଜଙ୍ଗଲରୁ ଆସିଥିବା ଆଶଙ୍କା କରାଯାଉଛି। ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରରେ ମହଜୁଦ ଥିବା ଖାଦ୍ୟ ଖାଇବାକୁ ଅଜଗର ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଏହି ପାର୍କ ତଥା ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ପରିସରରୁ ଅନେକ ସାପ ଉଦ୍ଧାର କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos