ଚାଉଳ ବସ୍ତାରୁ ବାହାରିଲା ଛୁଆନାଗ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗତକାଲି ରାତିରେ ଭୁବନେଶ୍ୱରର ଏକ ଲେଡିଜ୍‌ ହଷ୍ଟେଲରୁ ଉଦ୍ଧାର ହୋଇଛି ନାଗ ଛୁଆ। କେଦାର ଗୌରୀ ଅଞ୍ଚଳରେ ଥିବା ଏହି ହଷ୍ଟେଲରୁ ସାପ ଛୁଆ ଉଦ୍ଧାର ହୋଇଥିବା କହିଛନ୍ତି ସ୍ନେକ ହେଲ୍ପଲାଇନ୍‌ ସମ୍ପାଦକ ସୁଭେନ୍ଦୁ ମଲ୍ଲିକ। ଗତକାଲି ରାତିରେ ହଷ୍ଟେଲରେ ରହୁଥିବା ସାଗରିକା ସୁନ୍ଦରାୟ ନାମ୍ନୀ ଯୁବତୀ ରାତି ରୋଷେଇ ପାଇଁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ବସ୍ତା ଖୋଲିବା ବେଳେ ଭିତରେ କିଛି ଥିବା ସେ ଅନୁଭବ କରିଥିଲେ। କିଛି ସମୟ ପରେ […]

sapa

sapa

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 04:35 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗତକାଲି ରାତିରେ ଭୁବନେଶ୍ୱରର ଏକ ଲେଡିଜ୍‌ ହଷ୍ଟେଲରୁ ଉଦ୍ଧାର ହୋଇଛି ନାଗ ଛୁଆ। କେଦାର ଗୌରୀ ଅଞ୍ଚଳରେ ଥିବା ଏହି ହଷ୍ଟେଲରୁ ସାପ ଛୁଆ ଉଦ୍ଧାର ହୋଇଥିବା କହିଛନ୍ତି ସ୍ନେକ ହେଲ୍ପଲାଇନ୍‌ ସମ୍ପାଦକ ସୁଭେନ୍ଦୁ ମଲ୍ଲିକ। ଗତକାଲି ରାତିରେ ହଷ୍ଟେଲରେ ରହୁଥିବା ସାଗରିକା ସୁନ୍ଦରାୟ ନାମ୍ନୀ ଯୁବତୀ ରାତି ରୋଷେଇ ପାଇଁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ବସ୍ତା ଖୋଲିବା ବେଳେ ଭିତରେ କିଛି ଥିବା ସେ ଅନୁଭବ କରିଥିଲେ। କିଛି ସମୟ ପରେ ସେ ବସ୍ତା ମୁହଁ ଖୋଲିଦେବାରୁ ଏକ ନାଗ ଛୁଆ ନିଦ୍ୱର୍ନ୍ଦ୍ୱରେ ଖାଳୁଥିବା ଦେଖି ସେ ଡରି ଯାଇଥିଲେ। ନିଜ ସାଙ୍ଗମାନଙ୍କୁ ଏ କଥା ଜଣାଇ ତୁରନ୍ତ ବସ୍ତାର ମୁହଁ ବନ୍ଦ କରି ଦେଇଥିଲେ। ଘଟଣା ସମ୍ପର୍କରେ ସୁଭେନ୍ଦୁଙ୍କୁ ଜଣାଇବା ପରେ ସେ ପହଞ୍ଚି ନାଗଛୁଆଟିକୁ ଉଦ୍ଧାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story