ଜାଲରେ ପଡ଼ିଲା ୬ ଫୁଟର ରଣା

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ ବିଶିପୁର କାଦୁସାହିରୁ ଏକ ୬ ଫୁଟ ଲମ୍ବର ରଣାସାପ ଉଦ୍ଧାର କରାଯାଇଛି। ସାପଟି ଗାଁର ଜଗନ୍ନାଥ ହେମ୍ବ୍ରମଙ୍କ ଘର ବାଡ଼ିରେ ଏକ ଜାଲରେ ଛନ୍ଦି ହୋଇଯାଇଥିଲା। ପରିବାର ଲୋକେ ଏହାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ସ୍ନେକ ହେଲ୍ପ ଲାଇନ୍‌ ସଦସ୍ୟ ପହଞ୍ଚି ସାପଟିକ ଉଦ୍ଧାର କରିଥିଲେ। ପରେ ଏହାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

snake00

Tapaswini Nayak
  • Published: Monday, 14 October 2019
  • , Updated: 14 October 2019, 01:28 PM IST

Related story