ବାଇକ୍‌ରେ ଲୁଚିଥିଲା ନାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଇକ୍ ସିଟ୍‌ ତଳେ ଥିଲା ନାଗ ସାପ। ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟସ୍ଥ ସରକଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୋଟର ସାଇକେଲର ସାଇଡ ପ୍ୟାନେଲ ଭିତରେ ସାପଟି ପଶି ଯାଇଥିଲା। ସାପଟିକୁ ଦେଖିବା ପରେ ବାଇକ ମାଲିକ ବିମଳ କୁମାର ସାହୁ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ପହଞ୍ଚି ସତର୍କତାର ସହିତ ୪ ଫୁଟ ଲମ୍ବର ନାଗ ସାପକୁ […]

snake1

snake1

Jitendra Garnayak
  • Published: Sunday, 17 January 2021
  • Updated: 17 January 2021, 02:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଇକ୍ ସିଟ୍‌ ତଳେ ଥିଲା ନାଗ ସାପ। ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟସ୍ଥ ସରକଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୋଟର ସାଇକେଲର ସାଇଡ ପ୍ୟାନେଲ ଭିତରେ ସାପଟି ପଶି ଯାଇଥିଲା।

ସାପଟିକୁ ଦେଖିବା ପରେ ବାଇକ ମାଲିକ ବିମଳ କୁମାର ସାହୁ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ପହଞ୍ଚି ସତର୍କତାର ସହିତ ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ଗାଁ ଠାରୁ ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story