ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା: ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ(ଓଡ଼ିଶା ରିପୋର୍ଟର): ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତା’ପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହେବ। ଠିଆ ପହୁଡ଼ରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ କୋଠମୁଆଁସିଆ ସେବକମାନେ ରତ୍ନସିଂହାସନରୁ ଚାରମାଳ ବାନ୍ଧିବେ। ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ। ଦିନ ବେଳା ଏହି ସେନାପଟା ଲାଗି କରାଯିବ। ତେଣୁ ଏହି ସମୟରେ […]

Jagannath-temple

Jagannath-temple

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 09:19 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତା’ପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହେବ। ଠିଆ ପହୁଡ଼ରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ କୋଠମୁଆଁସିଆ ସେବକମାନେ ରତ୍ନସିଂହାସନରୁ ଚାରମାଳ ବାନ୍ଧିବେ।

ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ। ଦିନ ବେଳା ଏହି ସେନାପଟା ଲାଗି କରାଯିବ। ତେଣୁ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ୨୮ ତାରିଖରେ ସ୍ନାନମଣ୍ଡପକୁ ଯିବେ ତିନିଠାକୁର।

ଗତକାଲି ତ୍ରୟୋଦଶୀ ତିଥିରେ ବିଧି ଅନୁସାରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story