ଆହୁରି ୪୮ ଘଣ୍ଟା ବର୍ଷା; କେଉଁଠି ମଧ୍ୟମ ତ କେଉଁଠି ଝିପିଝିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବ। ହେଲେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, କଟକ ଓ ଭୁବନେଶ୍ୱର ସହିତ କୌଣସି ଜିଲ୍ଲା ପାଇଁ ହେଭି ରେନ୍‌ଫଲ୍ ୱାର୍ଣ୍ଣଂ ଜାରି ହୋଇନି। ତେବେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳ ସମେତ ଉତ୍ତର ଓ […]

rain

rain

Jyoshna Pradhan
  • Published: Sunday, 07 July 2019
  • Updated: 07 July 2019, 12:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବ। ହେଲେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, କଟକ ଓ ଭୁବନେଶ୍ୱର ସହିତ କୌଣସି ଜିଲ୍ଲା ପାଇଁ ହେଭି ରେନ୍‌ଫଲ୍ ୱାର୍ଣ୍ଣଂ ଜାରି ହୋଇନି। ତେବେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ।

ଓଡ଼ିଶାରେ ଜୁନ୍ ପହିଲାରୁ ଏଯାବତ୍ ସ୍ୱାଭାବିକ ବୃଷ୍ଟିପାତ ହୋଇ ନଥିବା ବେଳେ ଆଗକୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ। ଏହାର ପ୍ରଭାବରେ ବର୍ଷା ସ୍ୱାଭାବିକ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି,“ଝାରଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଏବେ ଲୋ ପ୍ରେସରରେ ପରିଣତ ହୋଇଛି। ଏବେ ଏହାର ପଶ୍ଚିମ ବିହାର ଓ ଝାରଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି।”

ସେ ଆହୁରି କହିଛନ୍ତି, “ସମୁଦ୍ର ଅଶାନ୍ତ ରହୁଥିବାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି  ଜିଲ୍ଲାରେ ହେଭି ରେନ୍‌ ଫଲ୍ ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story