ସାତ ଝିଅରେ ପାଇଥିଲି ତୋତେ, ଏ ବୟସରେ ତୁ ମୋତେ ମାଡ଼ ମାରୁଛୁ?

ସୋର (ନିରଞ୍ଜନ ବେହେରା): “…ସାତ ଝିଅର ପୁଅ ପାଇଥିଲି। ମୋ ଦେହରେ ହାତ ଦେଉଛୁ। ତୋତେ କୁଷ୍ଠବ୍ୟାଧି ହବନି ନା, ମୋତେ ଏ ବୟସରେ ମାଡ଼ ମାରୁଛି…।” ପରିଣତ ବୟସରେ ଇଏ ହେଉଛି ଜଣେ ମାଆର କ୍ରୋଧ, ରାଗ ଓ ଅଭିଷାପ କୁହାଯାଇପାରିବ। କାରଣ ବାର୍ଦ୍ଧକ୍ୟରେ ସେ ଯେଉଁ ପୁଅ-ବୋହୂଠାରୁ ସେବା ପାଇବା କଥା, ଆଜି ତାଙ୍କଠାରୁ ନିର୍ଯାତନା ପାଉଛନ୍ତି। ସେଥିପାଇଁ ସେ ଆଜି ପୁଅ-ବୋହୂଙ୍କୁ ଗାଳି ଦେଉଛନ୍ତି। ଆଉ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। […]

Kamala Biswal

Kamala Biswal

Manoranjan Sial
  • Published: Tuesday, 12 October 2021
  • Updated: 12 October 2021, 06:32 PM IST

Sports

Latest News

ସୋର (ନିରଞ୍ଜନ ବେହେରା): “...ସାତ ଝିଅର ପୁଅ ପାଇଥିଲି। ମୋ ଦେହରେ ହାତ ଦେଉଛୁ। ତୋତେ କୁଷ୍ଠବ୍ୟାଧି ହବନି ନା, ମୋତେ ଏ ବୟସରେ ମାଡ଼ ମାରୁଛି...।” ପରିଣତ ବୟସରେ ଇଏ ହେଉଛି ଜଣେ ମାଆର କ୍ରୋଧ, ରାଗ ଓ ଅଭିଷାପ କୁହାଯାଇପାରିବ। କାରଣ ବାର୍ଦ୍ଧକ୍ୟରେ ସେ ଯେଉଁ ପୁଅ-ବୋହୂଠାରୁ ସେବା ପାଇବା କଥା, ଆଜି ତାଙ୍କଠାରୁ ନିର୍ଯାତନା ପାଉଛନ୍ତି। ସେଥିପାଇଁ ସେ ଆଜି ପୁଅ-ବୋହୂଙ୍କୁ ଗାଳି ଦେଉଛନ୍ତି। ଆଉ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ସୋର ଥାନା ଚିତ୍ତଳ ପଞ୍ଚାୟତ ଛତୁବାଟୀ ଗାଁର ବୃଦ୍ଧା କମଳା ବିଶ୍ୱାଳ। ବୟସ ୭୫ ବର୍ଷ ହେବ। ୯ ବର୍ଷ ତଳେ ସ୍ୱାମୀ ମହେଶ୍ୱର ବିଶ୍ୱାଳଙ୍କୁ ହରାଇଥିଲେ। ସ୍ୱାମୀ ଚାଲିଗଲା ପରେ ପରିବାର ବୋଝ ପଡ଼ିଲା କମଳାଙ୍କ ଉପରେ। ପୁଅ ଓ ଝିଅଙ୍କ ଦୁଃଖ ଓ ଜଞ୍ଜାଳ ମେଣ୍ଟାଇବା ପାଇଁ ଘରୁ ଗୋଡ଼ କାଢ଼ିଲେ କମଳା। କାମଦାମ କରି ବହୁ ଦୁଃଖ କଷ୍ଟରେ ପରିବାର ଚଳାଇଲେ।

ଗାଁରେ କାମଦାମରୁ ମିଳୁଥିବା ଅର୍ଥରେ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ସେଥିପାଇଁ କମଳା ମାଉଷୀ ରାଜଧାନୀ ଭୁବନେଶ୍ୱର ଚାଲି ଆସିଲେ। ଏଠାରେ ଜଣେ ବାବୁଙ୍କ ଘରେ କାମ କଲେ। ଯାହା ରୋଜଗାର କରୁଥିଲେ, ସେହି ଅର୍ଥ ପୁଅ ଓ ଝିଅକୁ ବଡ଼ କରାଇଲେ। ଏପରିକି ପୁଅ ଓ ଝିଅଙ୍କ ବାହାଘର ମଧ୍ୟ କରାଇଥିଲେ।

ମହାମାରୀ କରୋନା ପାଇଁ କମଳା ଗାଁକୁ ଫେରି ଆସିଲେ। ପୁଅ ଓ ବୋହୂଙ୍କ ପାଖରେ ରହିଲେ। ହେଲେ ପୂର୍ବ ପରି କାମ କରିପାରିଲେ ନାହିଁ। କାରଣ ବାର୍ଦ୍ଧକ୍ୟରେ ନଥିଲା ତାଙ୍କର ଯୌବନର ଶକ୍ତି। ତେଣୁ ପରିଣତ ବୟସରେ କାମ କରିପାରୁନଥିଲେ କମଳା। ଯେଉଁଥିପାଇଁ ପୁଅ ଓ ବୋହୂଙ୍କଠାରୁ ପାଇଥିଲେ ନାନା ଗଞ୍ଜଣା। କଥା କଥାରେ ମାଡ଼ ହେଉଥିବା ଅଭିଯୋଗ ହେଉଛି। ଯେଉଁ ପୁଅର ଜନ୍ମ ପାଇଁ ଗାଁ ଠାକୁରାଣୀଙ୍କ ପାଖରେ ଦୀପ ଜାଳୁଥିଲେ, ସିଏ ଆଜି ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଉଥିବା ଅଭିଯୋଗ ଆଣିଛନ୍ତି କମଳା।

ଆଜି କିନ୍ତୁ ସବୁ ସୀମା ଅତିକ୍ରମ କରିଥିଲେ ପୁଅ ଓ ବୋହୂ। କମଳାଙ୍କ କହିବା ଅନୁସାରେ ସେ ସକାଳେ କମଳା ତୋଳିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ବୋହୂ ତାଙ୍କୁ ନାନା କଥା କହି ଗାଳି ଗୁଲଜ କରିଥିଲେ। ଗାଡ଼ିଆ ବୁଡ଼ାଇ ମାରିଦେବାକୁ ଧମକ ଦେଲେ। ବୋହୂର କଥା ଶୁଣି ପୁଅ ଘରୁ ବାହାରକୁ ଆସିଲେ। ଆଉ ତାଙ୍କ ଗାଲକୁ ଚାପୁଡ଼ ପରେ ଚାପୁଡ଼ ମାରିଲେ ବୋଲି କମଳା ଅଭିଯୋଗ କରିଛନ୍ତି। ଏନେଇ କମଳା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ କମଳାଙ୍କ ପୁଅକୁ ଥାନାକୁ ଡାକି ପଚରାଉଚରା କରିଛି।

ପୁଅ ଜୟନ୍ତ ବିଶ୍ୱାଳ କିନ୍ତୁ ମାଆଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ। ବରଂ ସେ ମୋତେ ଗାଳି ଦେଇଥିବା କହିଛନ୍ତି ଜୟନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story