ମାତାଲ ମାଷ୍ଟର ବାପାକୁ ପେଟେଣ୍ଟ ମେଡିସିନ୍‌

ସୁନ୍ଦରଗଡ଼(ବିଜୟ ବରୁଆ): ମାତାଲ୍‌ ସାରଙ୍କୁ ସାବାଡ୍‌ କଲେ ତାଙ୍କ ପୁଅ। ମଦ ନିଶାରେ ସ୍କୁଲ ଶ୍ରେଣୀ ଗୃହରେ ଶୋଇଥିବା ବେଳେ ବହେ ପିଟିଲେ। ଗୋଇଠା ବିଧା ମାରିଲେ। ତା’ପରେ ତାଙ୍କୁ ସାଙ୍ଗରେ ନେଇଗଲେ। ଆଜି ଏପରି ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲା ଲେପ୍ରିପଡ଼ା ବ୍ଲକ ଅଞ୍ଚଳରୁ। ଲେଫ୍ରିପଡା ବ୍ଲକ୍‌ କୁଲାବିରା ଗାଁରେ ରହିଛି କିସାନ ପଡ଼ା ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ହେଉଛନ୍ତି ସୁନୀତା ପାଣ୍ଡେ ଓ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟେଲ୍‌। ଗତ […]

Teacher

Teacher

Manoranjan Sial
  • Published: Thursday, 29 September 2022
  • Updated: 29 September 2022, 08:28 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ମାତାଲ୍‌ ସାରଙ୍କୁ ସାବାଡ୍‌ କଲେ ତାଙ୍କ ପୁଅ। ମଦ ନିଶାରେ ସ୍କୁଲ ଶ୍ରେଣୀ ଗୃହରେ ଶୋଇଥିବା ବେଳେ ବହେ ପିଟିଲେ। ଗୋଇଠା ବିଧା ମାରିଲେ। ତା’ପରେ ତାଙ୍କୁ ସାଙ୍ଗରେ ନେଇଗଲେ। ଆଜି ଏପରି ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲା ଲେପ୍ରିପଡ଼ା ବ୍ଲକ ଅଞ୍ଚଳରୁ।

ଲେଫ୍ରିପଡା ବ୍ଲକ୍‌ କୁଲାବିରା ଗାଁରେ ରହିଛି କିସାନ ପଡ଼ା ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ହେଉଛନ୍ତି ସୁନୀତା ପାଣ୍ଡେ ଓ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟେଲ୍‌। ଗତ କିଛିଦିନ ହେଲା ଲଗାତର ଭାବେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟେଲ୍‌ ମଦ୍ୟ ପାନ କରି ସ୍କୁଲ ଆସୁଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହିତ ଅଶ୍ଲୀଳ ଭାଷାରେ ଗାଳି ଦେଉଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ପ୍ରତିବାଦ କଲେ ତାଙ୍କୁ ମଧ୍ୟ ସେ ଗାଳି ଦେଉଥିବା ଅଭିଯୋଗ ହୋଇଛି।

ଶିକ୍ଷକ ଶ୍ରୀ ପଟେଲ୍‌ ଆଜି ମଦ ନିଶାରେ ଖାଲି ପ୍ୟାଣ୍ଟ ପିନ୍ଧି ସ୍କୁଲ ଆସିଥିଲେ। ଶିକ୍ଷକଙ୍କ ଏପରି ଅବସ୍ଥା ଦେଖି କ୍ଲାସ୍‌କୁ ନଯିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ମାତ୍ର ସେ ଜବରଦସ୍ତ କ୍ଲାସ୍‌ ଭିତରକୁ ଯାଇ ପିଲାଙ୍କୁ ଗାଳି ଦେଇଥିଲେ। ଠିକ୍‌ ସେହି ସମୟରେ ଶ୍ରୀ ପଟେଲ୍‌ଙ୍କ ପୁଅ ସ୍କୁଲକୁ ଆସିଥିଲେ। ଆଉ ତାଙ୍କ ବାପାଙ୍କୁ ଖୋଜିଥିଲେ। ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଶ୍ରେଣୀ ଗୃହକୁ ପଠାଇଥିଲେ। ସେଠାରେ ମଦ ନିଶାରେ ଥିବା ପଟେଲ୍‌ ସାରଙ୍କୁ ତାଙ୍କ ପୁଅ ଗୋଇଠା ଓ ବିଧା ମାରି ସାଥୀରେ ନେଇଯାଇଥିଲେ।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି କରି ଶୋଇ ଯାଉଛନ୍ତି ହେଡ୍ ସାର୍

ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପାଣ୍ଡେଙ୍କ କହିବା ଅନୁସାରେ ୧୫ ଦିନ ହେଲା ଅଧିକାଂଶ ସମୟରେ ପଟେଲ୍‌ ସାର୍‌ ମଦ ନିଶାରେ ସ୍କୁଲକୁ ଆସୁଛନ୍ତି। ପିଲାମାନଙ୍କୁ ମାଡ଼ ମାରୁଛନ୍ତି। ବିରୋଧ କଲେ ସେ ଅଶ୍ଲୀଳ ଭାଷାରେ ଗାଳି ଦେଉଛନ୍ତି। କେତେବେଳେ ଚୌକିରେ ତ ଆଉ କେତେବେଳେ ଚଟାଣରେ ଶୋଇ ପଡ଼ୁଛନ୍ତି। ଏନେଇ ବିଇଓଙ୍କ ପାଖରେ ଲିଖିତ ଭାବେ ଅଭିଯୋଗ କରିଥିଲି। ସେ ଏକା ତାଙ୍କ ବିରୋଧରେ ଅଭିଯୋଗ କରିନାହାନ୍ତି। ପଟେଲ୍‌ ସାରଙ୍କ ପତ୍ନୀ ଓ ଶାଶୁ ମଧ୍ୟ ତାଙ୍କ ବିରୋଧରେ ବିଇଓଙ୍କ ପାଖରେ ଅଭିଯୋଗ କରିଛନ୍ତି। କଲେକ୍ଟର ବା ଡିଇଓଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ ସେ(ବିଇଓ) କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ପଟେଲ ସାର ଯେଉଁଦିନ ମଦ ପିଇନଥିବେ ସେଦିନ ପାଠ ପଢ଼ାଉଛନ୍ତି ବୋଲି ଶ୍ରୀମତୀ ପାଣ୍ଡେ କହିଛନ୍ତି।

ପ୍ରଧାନଶିକ୍ଷୟିତ୍ରୀଙ୍କଠାରୁ ଖବର ପାଇ ଆଜି ସିଆର୍‌ସିସି ଶଲିଲ କୁମାର ପଟେଲ ସ୍କୁଲରେ ପହଞ୍ଚିଥିଲେ। ମଦ ନିଶାରେ ଟଳମଳ ହେଉଥିବା ଶିକ୍ଷକ ଶ୍ରୀ ପଟେଲ୍‌ଙ୍କୁ ଦେଖିବାକୁ ପାଇଥିଲେ। ଏନେଇ ବିଇଓଙ୍କୁ ଜଣାଇବେ ବୋଲି ଶଲିଲ କୁମାର ପଟେଲ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ଅଭ୍ୟାସଗତ ମଦୁଆ ଶିକ୍ଷକଙ୍କ ବିରୋଧରେ ତାଙ୍କ ପତ୍ନୀ ଓ ଶାଶୁ ଅଭିଯୋଗ କରୁଥିଲେ ମଧ୍ୟ କାହିଁକି ବିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି? ମଦୁଆ ଶିକ୍ଷକ ଓ ବିଇଓଙ୍କ ଭିତରେ କିଛି ସମ୍ପର୍କ ରହିଛି କି? ଏବେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story