ଆଖି ପିଛୁଳାକେ କୋଳ ହୋଇଗଲା ଖାଲି; ପୁଅଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବାପାମା’ଙ୍କ ସହ ଖୁସିରେ ଖୁସିରେ ଯାଉଥିଲେ ବୁଲିବାକୁ । ଭାବିଥିଲେ ଭଲରେ ଭଲରେ ଘରକୁ ଫେରିବେ। ହେଲେ ସହିଲା ନାହିଁ ଦଇବ । ରାସ୍ତା ମଝିରେ ବାପାମା’ ଆଖିଆଗରେ ପୁଅଝିଅଙ୍କୁ ଦଳି ଦେଲା ଟ୍ରକ୍‌।  ନିଜ ଛୁଆଙ୍କ ମରଣକୁ ବିଶ୍ୱାସ କରିପାରୁ ନ ଥିବା ବାପାମା’ ମୁକପ୍ରାୟ ହୋଇପଡ଼ିଛନ୍ତି। ଆଖି ପିଛୁଳାକେ କୋଳ ଖାଲିହୋଇଯିବା କଥା ଭାବି ବାହୁନି ବାହୁନି କାନ୍ଦୁଛି ମା’।   ଏପରି ହୃଦୟ ବିଦାରକ ଘଟଣା ଆଜି ଗଞ୍ଜାମ ଜିଲ୍ଲା  ଗଣ୍ଡାପଲ୍ଲୀ […]

Brother-Sister

Brother-Sister

Niharika Rout
  • Published: Wednesday, 10 March 2021
  • Updated: 10 March 2021, 12:28 PM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବାପାମା’ଙ୍କ ସହ ଖୁସିରେ ଖୁସିରେ ଯାଉଥିଲେ ବୁଲିବାକୁ । ଭାବିଥିଲେ ଭଲରେ ଭଲରେ ଘରକୁ ଫେରିବେ। ହେଲେ ସହିଲା ନାହିଁ ଦଇବ । ରାସ୍ତା ମଝିରେ ବାପାମା’ ଆଖିଆଗରେ ପୁଅଝିଅଙ୍କୁ ଦଳି ଦେଲା ଟ୍ରକ୍‌।  ନିଜ ଛୁଆଙ୍କ ମରଣକୁ ବିଶ୍ୱାସ କରିପାରୁ ନ ଥିବା ବାପାମା’ ମୁକପ୍ରାୟ ହୋଇପଡ଼ିଛନ୍ତି। ଆଖି ପିଛୁଳାକେ କୋଳ ଖାଲିହୋଇଯିବା କଥା ଭାବି ବାହୁନି ବାହୁନି କାନ୍ଦୁଛି ମା’।   ଏପରି ହୃଦୟ ବିଦାରକ ଘଟଣା ଆଜି ଗଞ୍ଜାମ ଜିଲ୍ଲା  ଗଣ୍ଡାପଲ୍ଲୀ ନିକଟ ଜାତୀୟ ରାଜପଥ ୧୬ରେ ଘଟିଛି।

ସୂଚନା ଅନୁଯାୟୀ,  ରମ୍ଭା ଟିକରପଡା ସାହିର ଅନ୍ତର୍ଯାମୀ ବେହେରା ଆଜି ସକାଳେ ନିଜ ପତ୍ନୀ, ୧୦ ବର୍ଷର ପୁଅ ପାର୍ଥ ବେହେରା ଓ ୪ ବର୍ଷର ଝିଅ ଅଞ୍ଜନି ବେହେରାଙ୍କୁ ନେଇ ବାଇକ୍‌ ଯୋଗେ ବ୍ରହ୍ମପୁର ଯାଉଥିଲେ। ମାତ୍ର  ଗଣ୍ଡାପଲ୍ଲୀ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ବୁଲାଣି ବୁଲୁଥିବା ବେଳେ ସମ୍ମୁଖ ପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌କୁ ସମସ୍ତେ ଛିଟିକି ପଡ଼ିଥିବା ବେଳେ ଘଟଣାସ୍ଥଳରେ ପାର୍ଥ ଓ ଅଞ୍ଜନୀଙ୍କ ମୃତ୍ୟୁ ହୋଇଛି। ଅନ୍ତର୍ଯାମୀ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

[caption id="attachment_625859" align="alignnone" width="650"]Accident ନିଜ ପୁଅଝିଅଙ୍କ ମୃତ୍ୟୁ ପରେ ମୁକପ୍ରାୟ ହୋପଡ଼ିଥିବା ଦମ୍ପତି।[/caption]

ଖବର ପାଇ ଘଟଣା ସ୍ଥଳରେ ରମ୍ଭା ପୋଲିସ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଟ୍ରକ୍‌କୁ ଜବତ ରଖିଛି। ଗଞ୍ଜାମ ତହସିଲଦାର ରେଡକ୍ରସ୍‌ ଫଣ୍ଡରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଦାନ କରିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story