ମହାମାରୀ ଭୟ; ମା’ ମୁହଁରେ ନିଆଁ ଦେଲାନି ପୁଅ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମହାମାରୀ ଭୟରେ ମା’ ମୁହଁରେ ନିଆଁ ଦେବାକୁ ମନା କଲା ବଡ଼ ପୁଅ। ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ । ସାରା ଜୀବନ ଅଳି ଅଝଟ ସହି  କୋଳେଇ କୋଖେଇ ବଡ଼ କରିଥିବା ମା’କୁ  ଶେଷ ସମୟରେ ଛୁଇଁଲା ନାହିଁ  ପୁଅ। ଏପରିକି ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା କରିଦେଲା। କରୋନା ସନ୍ଦେହରେ […]

deadbody

deadbody

Niharika Rout
  • Published: Friday, 23 April 2021
  • Updated: 23 April 2021, 01:54 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମହାମାରୀ ଭୟରେ ମା’ ମୁହଁରେ ନିଆଁ ଦେବାକୁ ମନା କଲା ବଡ଼ ପୁଅ। ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ । ସାରା ଜୀବନ ଅଳି ଅଝଟ ସହି  କୋଳେଇ କୋଖେଇ ବଡ଼ କରିଥିବା ମା’କୁ  ଶେଷ ସମୟରେ ଛୁଇଁଲା ନାହିଁ  ପୁଅ। ଏପରିକି ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା କରିଦେଲା।

କରୋନା ସନ୍ଦେହରେ ମା’କୁ ହତାଦାର କରିଥିବା ପୁଅ ମନରେ କିନ୍ତୁ ଏଥିପାଇଁ ଟିକେ ବି ଅନଶୋଚନା ନାହିଁ।  ବଡ଼ ପୁଅ ବଞ୍ଚି  ଥାଉ ଥାଉ ମା’ ମୁହଁରେ ନିଆଁ ଦେବାକୁ ମନା କରିବାରୁ ସାନ ପୁଅ କିଛି ସ୍ୱେଚ୍ଛାସେବୀଙ୍କ ସହାୟତରେ ମା’ର ଶେଷକୃତ ସମ୍ପନ୍ନ କରିଛି। ଏପରି ଅମାନବୀୟ, ହୃଦୟ ବିଦାରକ ଘଟଣା ସମ୍ବଲପୁର ଚିପିଲିମାରେ ଘଟିଛି।

ସମ୍ବଲପୁର ଚିପିଲିମା ଅଞ୍ଚଳର ଜଣେ ମହିଳା କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିଲେ। ଏହାପରେ ସେ ଆଖି ବୁଜିଲେ। ହେଲେ ମୃତ୍ୟୁ ପରେ ମୁହଁ ମୋଡ଼ି ଦେଲା ବଡ଼ପୁଅ ।  ମହିଳାଙ୍କ ମୃତଦେହକୁ  ଛୁଇଁଲାନି ତାଙ୍କ ବଡ଼ ପୁଅ । ସଂକ୍ରମଣ ଆଶଙ୍କାରେ ମା’ଠୁ ଦୂରେଇ ଗଲା ପୁଅ। ନିଜ ପୁଅ ଦୂରେଇ ଯିବାରୁ ସାହିପଡ଼ିଶା ବି ଅନାଇଲେ ନାହିଁ। ଫଳରେ ମୃତଦେହ ଉଠାଇବାକୁ ଚାରି କାନ୍ଧ ମିଳିଲା ହିଁ। ଶେଷରେ ମରିବା ପରେ ମା’ର ମୃତଦେହ ହତାଦାର ହେଉଥିବା ଦେଖି ସହିପାରିଲାନି ସାନ ପୁଅ। ଏହାପରେ କିଛି ସ୍ୱେଚ୍ଛାସେବୀଙ୍କ ଏକ ଟ୍ରଲିରେ ମୃତଦେହକୁ ଶ୍ମଶାନ ନେବାକୁ ପଡ଼ିଲା।  ସେଠାରେ ମା’ଙ୍କ ଶବକୁ ଅନ୍ତିମ ସତ୍କାର କରିଛି  ସାନ ପୁଅ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story