ବାପାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁଅ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ନୂଆଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା। ଗାଁରୁ ସହର ସଭିଏଁ ନୂଆଖାଇ ପର୍ବ ସେଲିବ୍ରେସନ୍‌ରେ ମାତିଥିବା ବେଳେ ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ଵଝୁରୀ ଗାଁର ମାଟି ରକ୍ତ ରଞ୍ଜିତ ହୋଇଛି। ଗଡ଼ିଛି ମୁଣ୍ଡ। ରକ୍ତର ସମ୍ପର୍କକୁ ତୁଚ୍ଛ କରି ବାପାଙ୍କୁ ନିଶାସକ୍ତ ପୁଅ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ଵଝୁରୀ ଗାଁର ମିର୍ଦ୍ଧା ସାହି। ଏଇଠି ବାସ […]

murder

murder

Manoranjan Sial
  • Published: Saturday, 11 September 2021
  • Updated: 11 September 2021, 06:08 PM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ନୂଆଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା। ଗାଁରୁ ସହର ସଭିଏଁ ନୂଆଖାଇ ପର୍ବ ସେଲିବ୍ରେସନ୍‌ରେ ମାତିଥିବା ବେଳେ ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ଵଝୁରୀ ଗାଁର ମାଟି ରକ୍ତ ରଞ୍ଜିତ ହୋଇଛି। ଗଡ଼ିଛି ମୁଣ୍ଡ। ରକ୍ତର ସମ୍ପର୍କକୁ ତୁଚ୍ଛ କରି ବାପାଙ୍କୁ ନିଶାସକ୍ତ ପୁଅ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ଵଝୁରୀ ଗାଁର ମିର୍ଦ୍ଧା ସାହି। ଏଇଠି ବାସ କରନ୍ତି ଶୁକୁରୁ ମିର୍ଦ୍ଧା(୫୫)। ସେ ତାଙ୍କ ସାନ ପୁଅ ଟଙ୍କଧର ମିର୍ଦ୍ଧା(୨୦)ଙ୍କ ପାଖରେ ରୁହନ୍ତି। ଆଜି ସବୁଠି ଆନନ୍ଦର ମାହୋଲ ଥିବା ବେଳେ ପୁଅ ଟଙ୍କଧର ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ବାପଙ୍କ ସହିତ ଯୁକ୍ତିତର୍କ କରିଥିଲା। ପରେ ଭୟଙ୍କର ହୋଇ ପଡ଼ିଥିଲା ଟଙ୍କଧର। ଆଉ ପୁଅର ଭୟଙ୍କର ରୂପ ଦେଖି ଭୟଭୀତ ହୋଇଥିଲେ ଶୁକୁରୁ।

ଜୀବନ ବିକଳରେ ଶୁକୁରୁ ଗାଁ ଦାଣ୍ଡରେ ଦୌଡ଼ୁ ଥାଆନ୍ତି। ତାଙ୍କ ପଛରେ ଟଙ୍କଧର ଟାଙ୍ଗିଆ ଧରି ଧାଉଁଥିବା ଦେଖିବାକୁ ମିଳିଥିଲା। କ୍ଷଣକ ଭିତରେ ବାପା ଶୁକୁରୁଙ୍କ ବେକରେ ଚୋଟ ପକାଇଥିଲା ଟଙ୍କଧର। ରକ୍ତାକ୍ତ ଅବସ୍ଥାରେ ଧାଇଁ ଥାଆନ୍ତି ଶୁକୁରୁ। ହେଲେ ଏତେ ନିର୍ଦ୍ଦୟ ଟଙ୍କଧର। ତାଙ୍କ ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଅତି ବିଭତ୍ସ ଭାବେ ଟଙ୍କଧର ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣା ସ୍ଥଳରେ ଶୁକୁରୁଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଟଙ୍କଧରକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story