ପୁଅର ପନିକି ଚୋଟରେ ଚାଲିଗଲା ମା’ର ଜୀବନ

ସାଲେପୁର (ମନୋଜ ଆଚାର୍ଯ୍ୟ): ଯେଉଁ ମା’ ଜନ୍ମ ଦେଇଥିଲା, କୋଳେଇ, କାଖେଇ ବଡ଼ କରିଥିଲା, ଶେଷରେ ତା’ର ହିଁ ଜୀବନ ନେଇଗଲା ପୁଅ। ଏପରି ଅଭାବନୀୟ ଘଟଣା ଆଜି ସକାଳେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ଗାଁରେ ଘଟିଛି। ମୃତ ମହିଳା ହେଲେ ଗାଁର ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ୱାଇଁ। ପ୍ରମିଳାଙ୍କୁ ପନିକିରେ ହାଣି ହତ୍ୟା କରିବା ପରେ ପୁଅ ଜିତେନ୍ଦ୍ର ସ୍ୱାଇଁ ସାଇକେଲ ଧରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଜିତେନ୍ଦ୍ର […]

DeadBody

DeadBody

Niharika Rout
  • Published: Wednesday, 06 July 2022
  • Updated: 06 July 2022, 03:01 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ଯେଉଁ ମା’ ଜନ୍ମ ଦେଇଥିଲା, କୋଳେଇ, କାଖେଇ ବଡ଼ କରିଥିଲା, ଶେଷରେ ତା’ର ହିଁ ଜୀବନ ନେଇଗଲା ପୁଅ। ଏପରି ଅଭାବନୀୟ ଘଟଣା ଆଜି ସକାଳେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ଗାଁରେ ଘଟିଛି।

ମୃତ ମହିଳା ହେଲେ ଗାଁର ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ୱାଇଁ। ପ୍ରମିଳାଙ୍କୁ ପନିକିରେ ହାଣି ହତ୍ୟା କରିବା ପରେ ପୁଅ ଜିତେନ୍ଦ୍ର ସ୍ୱାଇଁ ସାଇକେଲ ଧରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ଜିତେନ୍ଦ୍ର ହେଉଛନ୍ତି ଗୌରାଙ୍ଗ ଚରଣ ସ୍ୱାଇଁଙ୍କର ଏକମାତ୍ର ପୁଅ। ତେବେ ସେ କୌଣସି କାମଧନ୍ଦା କରନ୍ତି ନାହିଁ। ସେ ସବୁବେଳେ ଘରେ ବସି ରହୁଥିବାରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଏହି କଥାକୁ କେନ୍ଦ୍ର କରି ମା’ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।

ଆଜି ସକାଳେ ପ୍ରମିଳା ଘର କାମ କରୁଥିବା ବେଳେ ଗୌରାଙ୍ଗ ବଜାରକୁ ଯାଇଥିଲେ। ଏହି ସମୟରେ ଜିତେନ୍ଦ୍ର ଆସି ଅତର୍କିତ ଭାବେ ପ୍ରମିଳାଙ୍କୁ ଏକ ପନିକିରେ ଆକ୍ରମଣ କରିଥିଲେ। ପ୍ରମିଳାଙ୍କ ବେକରେ ପଡ଼ିଥିଲା ପନିକି ଚୋଟ। ଘଟଣାସ୍ଥଳରେ ହିଁ ସେ ଆଖି ବୁଜି ଦେଇଥିଲେ। ଏହା ପରେ ଜିତେନ୍ଦ୍ର ସାଇକେଲ ନେଇ ଘରୁ ପଳାଇଥିଲେ।

ଗୌରାଙ୍ଗ ବଜାରରୁ ଫେରି ପତ୍ନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଘର ଅଗଣାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ନିଶ୍ଚନ୍ତକୋଇଲି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶ୍ଚିନ୍ତକୋଇଲି ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story