ପୁଅର କାଠ ଫାଳିଆ ମାଡ଼ରେ ବାପା ମୃତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ନିକଟସ୍ଥ ଲାଠି ଗାଁରେ ଜଣେ ଯୁବକ ତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ପୁଅକୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ହେଲେ ସୀମାଞ୍ଚଳ ନାୟକ। ଗତକାଲି ରାତିରେ ସୀମାଞ୍ଚଳ ମଦ ପିଇ ଘରକୁ ଫେରିଥିଲେ। କିଛି ଟଙ୍କା ପାଇଁ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ବାପାଙ୍କୁ ପିଟି ଦେଇଥିଲେ। ଏଥିରେ ଅଭି ଆହତ ହୋଇଥିଲେ। […]

police0000

police0000

Tapaswini Nayak
  • Published: Thursday, 07 February 2019
  • Updated: 07 February 2019, 02:20 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ନିକଟସ୍ଥ ଲାଠି ଗାଁରେ ଜଣେ ଯୁବକ ତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ପୁଅକୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ହେଲେ ସୀମାଞ୍ଚଳ ନାୟକ।

ଗତକାଲି ରାତିରେ ସୀମାଞ୍ଚଳ ମଦ ପିଇ ଘରକୁ ଫେରିଥିଲେ। କିଛି ଟଙ୍କା ପାଇଁ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ବାପାଙ୍କୁ ପିଟି ଦେଇଥିଲେ। ଏଥିରେ ଅଭି ଆହତ ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story