ଡାକ୍ତରଖାନାରେ ଟଙ୍କା ମାଗୁଛନ୍ତି ନର୍ସ! ଭିଡିଓ ଭାଇରାଲ୍‌

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): କରୋନା ମହାମାରୀ ସମୟରେ ଭାଇରାଲ ହେଲା ସରକାରୀ ହସ୍ପିଟାଲ୍‌ରେ ଲାଞ୍ଚ ମାଗିବାର ଭିଡ଼ିଓ। ପ୍ରସବ ପରେ ପ୍ରସୂତି ଓ ତାଙ୍କ ପରିବାରକୁ ଲାଞ୍ଚ ମଗାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏପରି ଅଭିଯୋଗ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିସିାଳୟରୁ ଆସିଛି। ପୂରା ଘଟଣାଟି ଏମିତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡଭେଲିପଦର ଗାଁର ନୀଳମଣି କୁମ୍ଭାରଙ୍କ ପତ୍ନ ଗର୍ଭମତୀ ଥିଲେ। ପ୍ରସବ ପାଇଁ ସେ ତାଙ୍କ ପତ୍ନୀକୁ ଧରି ସୋନପୁର ଡାକ୍ତରଖାନାକୁ ଯାଇଥିଲେ। ସେଠାରେ […]

Sonepur

Sonepur

Manoranjan Sial
  • Published: Monday, 03 May 2021
  • Updated: 03 May 2021, 03:53 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): କରୋନା ମହାମାରୀ ସମୟରେ ଭାଇରାଲ ହେଲା ସରକାରୀ ହସ୍ପିଟାଲ୍‌ରେ ଲାଞ୍ଚ ମାଗିବାର ଭିଡ଼ିଓ। ପ୍ରସବ ପରେ ପ୍ରସୂତି ଓ ତାଙ୍କ ପରିବାରକୁ ଲାଞ୍ଚ ମଗାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏପରି ଅଭିଯୋଗ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିସିାଳୟରୁ ଆସିଛି।

ପୂରା ଘଟଣାଟି ଏମିତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡଭେଲିପଦର ଗାଁର ନୀଳମଣି କୁମ୍ଭାରଙ୍କ ପତ୍ନ ଗର୍ଭମତୀ ଥିଲେ। ପ୍ରସବ ପାଇଁ ସେ ତାଙ୍କ ପତ୍ନୀକୁ ଧରି ସୋନପୁର ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅ ଜନ୍ମ ହେବା ପରେ ଡ୍ୟୁଟିରେ ଥିବା ନର୍ସମାନେ ତାଙ୍କୁ ଟଙ୍କା ମାଗିଥିଲେ। ନୀଳମଣି ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ନର୍ସମାନେ ମାଗିଥିବା ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସୋନପୁର ଡାକ୍ତରଖାନାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଜଣେ ନର୍ସ ଓ ଜଣେ ଠିକା କର୍ମଚାରୀ ଲାଞ୍ଚ ମାଗିଥିବାର ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ପରେ ସମ୍ପୃକ୍ତ ଘଟଣାରେ ନର୍ସ ଓ ମହିଳା ଠିକା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଜିଲ୍ଲା ପ୍ରଶାସନ। ଏବେ ପୁଣିଥରେ ଏହିଭଳି ଘଟଣା ପରେ ଜିଲ୍ଲା ପ୍ରଶାସନ କି’ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story