ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୪୦ ଡିଗ୍ରୀ ଉପରେ ୫ ସହର ରହିଛି। ୪୧.୩ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର।
ସେହିପରି ବାଲେଶ୍ୱରରେ ୩୩.୨, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୨.୬, ଭୁବନେଶ୍ୱରରେ ୩୯.୦, ଗୋପାଳପୁରରେ ୩୪.୧, ପୁରୀରେ ୩୩.୮, ଅନୁଗୋଳରେ ୪୦.୩, ବାରିପଦାରେ ୩୫.୪, ଝାରସୁଗୁଡ଼ାରୁ ୩୯.୪, କେନ୍ଦୁଝରଗଡ଼ରେ ୩୬.୪, ସମ୍ୱଲପୁରରେ ୩୯.୦, ସୁନ୍ଦରଗଡ଼ରେ ୩୬.୦, ହୀରାକୁଦରେ ୩୮.୯, ତାଳଚେରରେ ୩୯.୭, ଭବାନୀପାଟଣାରେ୩୯.୦, ବଲାଙ୍ଗିରରେ ୪୧.୨, କୋରାପୁଟରୁ ୩୪.୪, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୪୦.୦, ମାଲକାନଗିରିରେ ୩୮.୦, ସୋନପୁରରେ ୪୧.୩, ଦାରିଙ୍ଗବାଡ଼ିରେ ୩୪.୫, ନୟାଗଡ଼ରେ ୩୯.୦, ବୌଦ୍ଧରେ ୪୧.୦, ଛତ୍ରପୁରରେ ୩୩.୪, ପାରଳାଖେମୁଣ୍ଡିରେ ତାପମାତ୍ର ୩୭.୦ ଡିଗ୍ରୀ ରେକର୍ଡ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।
Miscellaneous
କାଲି ଓଡ଼ିଶା ଆସୁଛନ୍ତି ମୋଦି, ରାଜଧାନୀରେ ଚେକିଂ କଡ଼ାକଡ଼ି
ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ।
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।