ଜୀବନ ହାରିଲେ ଆଉ ଜଣେ ଚାଷୀ

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର  ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ  ୪୦ ହଜାର ଟଙ୍କା  ଓ ସ୍ପନ୍ଦନ ସଂସ୍ଥାରୁ  ୨୧ ହଜାର ଟଙ୍କା ଲୋନ୍ ଆଣି ଚାଷ କରିଥିଲେ। ପ୍ରଥମେ ବର୍ଷା ଯୋଗୁଁ […]

farmer

farmer

Rakesh Mallick
  • Published: Monday, 18 December 2017
  • Updated: 18 December 2017, 02:44 PM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର  ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ  ୪୦ ହଜାର ଟଙ୍କା  ଓ ସ୍ପନ୍ଦନ ସଂସ୍ଥାରୁ  ୨୧ ହଜାର ଟଙ୍କା ଲୋନ୍ ଆଣି ଚାଷ କରିଥିଲେ। ପ୍ରଥମେ ବର୍ଷା ଯୋଗୁଁ ଓ ପରେ ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଥିଲା। ଋଣ ଶୁଝିବା ନେଇ ଗତ କିଛି ଦିନ ହେବ ଗୌରାଙ୍ଗ  ଚିନ୍ତାରେ ଥିଲେ।

ଗତକାଲି  ଅପରାହ୍ନରେ ନିଜ ବାଡ଼ିରେ ଥିବା ଏକ ଆମ୍ୱ ଗଛରେ ଦଉଡ଼ି ଦେଇ  ସେ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ଗୌରାଙ୍ଗଙ୍କ ସ୍ତ୍ରୀ ଖଇରା ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story