ଟ୍ରକ୍‌ ଧକ୍କାରେ ବାଇକ ଆରୋହୀ ମୃତ

ସୋର: ବାଲେଶ୍ୱର ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ବଜାର ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଥିଲା। ପରେ ସେରଗଡ଼ ଟୋଲ ଗେଟ୍‌ ନିକଟରୁ ଟ୍ରକ୍‌ଟିକୁ ଜବତ କରାଯାଇଛି। ଖନ୍ତାପଡ଼ା ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

soro

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 09:54 AM IST

ସୋର: ବାଲେଶ୍ୱର ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ବଜାର ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଥିଲା। ପରେ ସେରଗଡ଼ ଟୋଲ ଗେଟ୍‌ ନିକଟରୁ ଟ୍ରକ୍‌ଟିକୁ ଜବତ କରାଯାଇଛି।

ଖନ୍ତାପଡ଼ା ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related story