ବିଜେପିକୁ କଟାକ୍ଷ କଲେ ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକଟ ବଣ୍ଟନକୁ ନେଇ ବିଜେପି ବ୍ୟାକଫୁଟ୍‌ରେ ଥିବା ବେଳେ ଦଳକୁ କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ରାଜ୍ୟ ସଭା ସାଂସଦ ସୌମ୍ୟ ପଟ୍ଟନାୟକ। ସମ୍ପତ୍ତି ଓ  ଟିକଟ ବଣ୍ଟନ ପ୍ରସଙ୍ଗରେ ବିଜେପିକୁ ଚିଗୁଲେଇଛନ୍ତି ସୌମ୍ୟ। କହିଛନ୍ତି ‘ଆମେ ଗୁପ୍ତରେ ଟିକଟ ଘୋଷଣା କଲେ ବିଜେପି ଲଢ଼ିପାରିବନି। ଆମର ଯେଉଁମାନେ ପଳାଉଛନ୍ତି ,ସେମାନଙ୍କୁ ନେଇ ସମାନେ ଦଳ ଗଢ଼ୁଛନ୍ତି। ଆମେ ଯଦି ପ୍ରାର୍ଥୀ ଘୋଷଣା କରିବୁନି ତେବେ  ବିଜେପି ନିର୍ବାଚନ ଲଢ଼ି ପାରିବନି। ସୌମ୍ୟ କହିଛନ୍ତି […]

98

98

Tapas Behera
  • Published: Thursday, 21 March 2019
  • Updated: 21 March 2019, 03:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକଟ ବଣ୍ଟନକୁ ନେଇ ବିଜେପି ବ୍ୟାକଫୁଟ୍‌ରେ ଥିବା ବେଳେ ଦଳକୁ କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ରାଜ୍ୟ ସଭା ସାଂସଦ ସୌମ୍ୟ ପଟ୍ଟନାୟକ। ସମ୍ପତ୍ତି ଓ  ଟିକଟ ବଣ୍ଟନ ପ୍ରସଙ୍ଗରେ ବିଜେପିକୁ ଚିଗୁଲେଇଛନ୍ତି ସୌମ୍ୟ। କହିଛନ୍ତି ‘ଆମେ ଗୁପ୍ତରେ ଟିକଟ ଘୋଷଣା କଲେ ବିଜେପି ଲଢ଼ିପାରିବନି। ଆମର ଯେଉଁମାନେ ପଳାଉଛନ୍ତି ,ସେମାନଙ୍କୁ ନେଇ ସମାନେ ଦଳ ଗଢ଼ୁଛନ୍ତି।

ଆମେ ଯଦି ପ୍ରାର୍ଥୀ ଘୋଷଣା କରିବୁନି ତେବେ  ବିଜେପି ନିର୍ବାଚନ ଲଢ଼ି ପାରିବନି। ସୌମ୍ୟ କହିଛନ୍ତି ଯେ, ଆମେ ଯଦି ଗୁପ୍ତରେ ଆମ ପ୍ରାର୍ଥୀଙ୍କୁ ଟିକଟ ଦେଉ, ବିଜେପି ଲଢ଼ିପାରିବନି। ଦଳ ଛାଡ଼ୁଥିବା ନେତା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିବେ କି ପ୍ରଶ୍ନରେ ନବୀନ କହିଥିଲେ ଯେ,ନବୀନଙ୍କୁ ଭଲ ପାଇ ଲୋକେ ଭୋଟ ଦେଉଛନ୍ତି। ଲୋକେ ଭୋଟ ନବୀନଙ୍କୁ ଓ ଶଂଖ ଚିହ୍ନକୁ ଦେଉଛନ୍ତି ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

ସୂଚନା ଅନୁଯାୟୀ ପୂର୍ବରୁ ବିଜେଡି ଏବଂ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ଟିକେଟ ତାଲିକା ଘୋଷଣା କରିଥିବା ବେଳେ ଏଯାଏଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରି ନାହିଁ। ତେବେ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story