ବିଜେଡିରେ ମିଶିବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ କହିଛନ୍ତି ଶୁଣନ୍ତୁ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଯୋଗଦେଇଛନ୍ତି ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତ। ଆଜି ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିରେ ଯୋଗଦେବା ପରେ ସୌମ୍ୟରଞ୍ଜନ କହିଛନ୍ତି,&ldquo;ମୁଁ କୌଣସି ସର୍ତ୍ତ ରଖି ବିଜେଡିରେ ମିଶି ନାହିଁ।&nbsp; ଆମ ଓଡ଼ିଶା ପାର୍ଟି ଏକ ପ୍ରକାର ବିଜେଡିରେ ବିଲୀନ ହେଲା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ।&rdquo;</p> <p>ସେ ଆଉ କ&rsquo;ଣ କହିଛନ୍ତି ଶୁଣନ୍ତୁ:</p>

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 03:24 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଯୋଗଦେଇଛନ୍ତି ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତ। ଆଜି ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିରେ ଯୋଗଦେବା ପରେ ସୌମ୍ୟରଞ୍ଜନ କହିଛନ୍ତି,&ldquo;ମୁଁ କୌଣସି ସର୍ତ୍ତ ରଖି ବିଜେଡିରେ ମିଶି ନାହିଁ।&nbsp; ଆମ ଓଡ଼ିଶା ପାର୍ଟି ଏକ ପ୍ରକାର ବିଜେଡିରେ ବିଲୀନ ହେଲା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ।&rdquo;</p><p>ସେ ଆଉ କ&rsquo;ଣ କହିଛନ୍ତି ଶୁଣନ୍ତୁ:</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos