ବିଜେଡିରେ ମିଶିବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ କହିଛନ୍ତି ଶୁଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଯୋଗଦେଇଛନ୍ତି ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତ। ଆଜି ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିରେ ଯୋଗଦେବା ପରେ ସୌମ୍ୟରଞ୍ଜନ କହିଛନ୍ତି,“ମୁଁ କୌଣସି ସର୍ତ୍ତ ରଖି ବିଜେଡିରେ ମିଶି ନାହିଁ।  ଆମ ଓଡ଼ିଶା ପାର୍ଟି ଏକ ପ୍ରକାର ବିଜେଡିରେ ବିଲୀନ ହେଲା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ।”

ସେ ଆଉ କ’ଣ କହିଛନ୍ତି ଶୁଣନ୍ତୁ: