ଆଜି ବିଜେଡିରେ ମିଶିପାରନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଆଜି ସେ ବିଦ୍ଧିବଧ ଭାବେ ବିଜେଡିରେ ମିଶିବା ନେଇ ସମ୍ଭାବନା ଥିବା ବିଭିନ୍ନ ସୋସିଆଲ ମିଡିଆ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପୂର୍ବରୁ ସୌମ୍ୟରଞ୍ଜନ ତୃତୀୟ ମହଲାର ପାଓ୍ୱାରଫୁଲ ଅଫିସର ପାଖରେ ବସିଥିବା ଚିତ୍ର ନଜରକୁ ଆସିଥିଲା। ନୂଆଦିଲ୍ଲୀରେ ଭାରତୀୟ ହକି ଟିମର ନୂଆ ଜର୍ସି ଉନ୍ମୋଚନ ଉତ୍ସବରେ ତାଙ୍କୁ ବସିଥିବା ଦେଖିବାକୁ ମିଳିଥିଲା। ଏହାସହ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ମଧ୍ୟ ସୌମ୍ୟରଞ୍ଜନ ସାକ୍ଷାତ କରିଥିବା କୁହାଯାଉଛି। କିଛିଦିନ ଆଗରୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସୌମ୍ୟରଞ୍ଜନ।</p>

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 08:04 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଆଜି ସେ ବିଦ୍ଧିବଧ ଭାବେ ବିଜେଡିରେ ମିଶିବା ନେଇ ସମ୍ଭାବନା ଥିବା ବିଭିନ୍ନ ସୋସିଆଲ ମିଡିଆ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପୂର୍ବରୁ ସୌମ୍ୟରଞ୍ଜନ ତୃତୀୟ ମହଲାର ପାଓ୍ୱାରଫୁଲ ଅଫିସର ପାଖରେ ବସିଥିବା ଚିତ୍ର ନଜରକୁ ଆସିଥିଲା। ନୂଆଦିଲ୍ଲୀରେ ଭାରତୀୟ ହକି ଟିମର ନୂଆ ଜର୍ସି ଉନ୍ମୋଚନ ଉତ୍ସବରେ ତାଙ୍କୁ ବସିଥିବା ଦେଖିବାକୁ ମିଳିଥିଲା। ଏହାସହ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ମଧ୍ୟ ସୌମ୍ୟରଞ୍ଜନ ସାକ୍ଷାତ କରିଥିବା କୁହାଯାଉଛି। କିଛିଦିନ ଆଗରୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସୌମ୍ୟରଞ୍ଜନ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos