ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟପାହ୍ୟାର ଆବଶ୍ୟକତା ନାହିଁ : ଭି.କେ.ସିଂହ
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟାର ଆବଶ୍ୟକତା ନାହିଁ । ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଦିଆଯାଉଛି, ଯାହା ସ୍ୱତନ୍ତ୍ର ପାହ୍ୟା ସହ ସମାନ।  ତେବେ ଏପର୍ଯ୍ୟନ୍ତ ଓଡ଼ିଶାର ଯେତିକି ବିକାଶ ହେବା କଥା, ସେତିକି ହୋଇନାହିଁ ବୋଲି ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ.ସିଂହ କହିଛନ୍ତି।
[vc_video link=" " align="center"]
ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ପ୍ରସଙ୍ଗରେ ମତ ରଖି ସିଂହ କହିଛନ୍ତି ଯେ, କେବେ ତାଙ୍କୁ ପ୍ରତ୍ୟାର୍ପଣ କରାଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ। କାରଣ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ଏହା ୟୁକେ ଉପରେ ନିର୍ଭର କରୁଛି।
ଏହାସହ ସେନାମୁଖ୍ୟଙ୍କୁ ରାସ୍ତାର ଗୁଣ୍ଡା ବୋଲି କହିଥିବା କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି ଭି.କେ.ସିଂହ। ଏଥିପାଇଁ କଂଗ୍ରେସ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ସେ ଦାବି କରିଛନ୍ତି।
Ordigital Desk
• Published: Tuesday, 13 June 2017
• Updated: 13 June 2017, 01:55 PM IST
Sports
Latest News
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟାର ଆବଶ୍ୟକତା ନାହିଁ । ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଦିଆଯାଉଛି, ଯାହା ସ୍ୱତନ୍ତ୍ର ପାହ୍ୟା ସହ ସମାନ।  ତେବେ ଏପର୍ଯ୍ୟନ୍ତ ଓଡ଼ିଶାର ଯେତିକି ବିକାଶ ହେବା କଥା, ସେତିକି ହୋଇନାହିଁ ବୋଲି ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ.ସିଂହ କହିଛନ୍ତି।
[vc_video link=" " align="center"]
ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ପ୍ରସଙ୍ଗରେ ମତ ରଖି ସିଂହ କହିଛନ୍ତି ଯେ, କେବେ ତାଙ୍କୁ ପ୍ରତ୍ୟାର୍ପଣ କରାଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ। କାରଣ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ଏହା ୟୁକେ ଉପରେ ନିର୍ଭର କରୁଛି।
ଏହାସହ ସେନାମୁଖ୍ୟଙ୍କୁ ରାସ୍ତାର ଗୁଣ୍ଡା ବୋଲି କହିଥିବା କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି ଭି.କେ.ସିଂହ। ଏଥିପାଇଁ କଂଗ୍ରେସ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ସେ ଦାବି କରିଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos