ସରିଲା ସ୍ପେଶାଲ ଓଜେଇଇ: ୩୧ଟି ସେଣ୍ଟରରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଲି ପଡ଼ିଥିବା ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମ୍‌) ପରୀକ୍ଷା ଶେଷ ହୋଇଛି। ଆଜି ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ସ୍ପେଶାଲ ଓଜେଇଇ ଲାଗି ମୋଟ ୧୭ ହଜାର ୬୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପରୀକ୍ଷା ଦୁଇଟି ସିଟିଂରେ ହୋଇଥିଲା। ପ୍ରଥମ ସିଟିଂ ସକାଳ ସାଢେ ନଅରୁ ଆରମ୍ଭ ହୋଇ ସାଢେ ଦଶଟାରେ […]

student

student

Jyoshna Pradhan
  • Published: Sunday, 21 July 2019
  • Updated: 21 July 2019, 03:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଲି ପଡ଼ିଥିବା ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମ୍‌) ପରୀକ୍ଷା ଶେଷ ହୋଇଛି। ଆଜି ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।

ସ୍ପେଶାଲ ଓଜେଇଇ ଲାଗି ମୋଟ ୧୭ ହଜାର ୬୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପରୀକ୍ଷା ଦୁଇଟି ସିଟିଂରେ ହୋଇଥିଲା। ପ୍ରଥମ ସିଟିଂ ସକାଳ ସାଢେ ନଅରୁ ଆରମ୍ଭ ହୋଇ ସାଢେ ଦଶଟାରେ ଶେଷ ହୋଇଥିବା ବେଳେ  ଦ୍ୱିତୀୟ ସିଟିଂ ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story