ଚର୍ଚ୍ଚାରେ ବିଜୟ ମହାପାତ୍ରଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ଆଜି ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେ ଗୁରୁବାର ଦିଲ୍ଲୀରୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ରହଣି ସମୟରେ ସେ ବିଜେପିର କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ସୂତ୍ର ଅନୁସାରେ, କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ […]

4CC44AA4-3631-493D-A3D7-7E5A9400278F-1758-0000016827922014

Rakesh Mallick
  • Published: Sunday, 29 July 2018
  • Updated: 29 July 2018, 07:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ଆଜି ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେ ଗୁରୁବାର ଦିଲ୍ଲୀରୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ରହଣି ସମୟରେ ସେ ବିଜେପିର କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି ।

ସୂତ୍ର ଅନୁସାରେ, କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବା ପାଇଁ ସେ ସମୟ ମାଗିଥିଲେ ।

ତେବେ ଶନିବାର କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଡକରା ଆସିବାପରେ ଆଜି ସେ ଦିଲ୍ଲୀ ଗସ୍ତ କରିଛନ୍ତି । ସେ ସୋମବାର ରାଜନାଥଙ୍କୁ ତାଙ୍କ ବାସଭବନରେ ଭେଟିବାର ସମ୍ଭାବନା ରହିଛି ।

ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ମହାପାତ୍ର ଦିଲ୍ଲୀରେ ବିଜେପିର କିଛି ବରିଷ୍ଠ ନେତାଙ୍କୁ ଭେଟି ରାଜ୍ୟ ସଂଗଠନର ହାଲଚାଲ ସମ୍ପର୍କରେ ଅବଗତ କରାଇବା ସହ ଦଳ ଛାଡ଼ିବା ପ୍ରସଙ୍ଗରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।

ଏବେ ଗ୍ୟାଙ୍ଗଟକ୍ ଗସ୍ତରେ ଥିବା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ମଧ୍ୟ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଉଭୟ ନେତା ନିଜର ଭବିଷ୍ୟତ ରାଜନୀତିକ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।

ବିଜେପିର ବରିଷ୍ଠ ନେତାଙ୍କ ସମେତ ଅନ୍ୟ କିଛି ଦଳର ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଏହି ଦୁଇ ନେତା ଭେଟିବାର ସମ୍ଭାବନା ରହିଛି ।

ସାଧାରଣ ନିର୍ବାଚନ ନିକଟତର ହେଉଥିବାରୁ ବିଜୟ ଓ ଦିଲ୍ଲୀପ ସେମାନଙ୍କର ରାଜନୀତିକ ଗୋଟିଚାଳନା ଆରମ୍ଭ କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story