ସୋନିଆ ଫେରିବା ପରେ କ’ଣ ହେବ ରାଜ୍ୟ କଂଗ୍ରେସର ଭାଗ୍ୟ

ଭୁବନେ(ଓଡ଼ିଶା ରିପୋର୍ଟର): ବହୁ ଘଣ୍ଟାଚକଟା ପରେ ମଧ୍ୟ ପୁଣି ଗାନ୍ଧି ପରିବାର ହାତରେ ରହିଲା ଜାତୀୟ କଂଗ୍ରେସର କମାଣ୍ଡ। ଅନ୍ତରୀଣ ଅଧ୍ୟକ୍ଷ ଭାବେ ପୁଣି ଫେରି ଆସିଛନ୍ତି ସୋନିଆ। ଏହା ପରେ କଂଗ୍ରେସରେ ଏବେ ହତାଶା ବଦଳରେ ଉତ୍ସାହ ଭରି ଯାଇଛି। ହେଲେ ରାଜ୍ୟ କଂଗ୍ରେସ ଉପରେ ଏହାର ପ୍ରଭାବ କେମିତି ରହିବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୋନିଆ କଂଗ୍ରେସର ଦଶା ଓ ଦିଶା ବଦଳାଇବା ନେଇ ନେତାଏ ଆଶାବାଦୀ ତ’ ଅଛନ୍ତି, ହେଲେ […]

b-987

b-987

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 08:42 PM IST

Sports

Latest News

ଭୁବନେ(ଓଡ଼ିଶା ରିପୋର୍ଟର): ବହୁ ଘଣ୍ଟାଚକଟା ପରେ ମଧ୍ୟ ପୁଣି ଗାନ୍ଧି ପରିବାର ହାତରେ ରହିଲା ଜାତୀୟ କଂଗ୍ରେସର କମାଣ୍ଡ। ଅନ୍ତରୀଣ ଅଧ୍ୟକ୍ଷ ଭାବେ ପୁଣି ଫେରି ଆସିଛନ୍ତି ସୋନିଆ। ଏହା ପରେ କଂଗ୍ରେସରେ ଏବେ ହତାଶା ବଦଳରେ ଉତ୍ସାହ ଭରି ଯାଇଛି। ହେଲେ ରାଜ୍ୟ କଂଗ୍ରେସ ଉପରେ ଏହାର ପ୍ରଭାବ କେମିତି ରହିବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୋନିଆ କଂଗ୍ରେସର ଦଶା ଓ ଦିଶା ବଦଳାଇବା ନେଇ ନେତାଏ ଆଶାବାଦୀ ତ’ ଅଛନ୍ତି, ହେଲେ ଓଡ଼ିଶାରେ କ’ଣ ହେବ, ତାହା କଳନା କରିପାରୁ ନାହାନ୍ତି। ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲା ବେଳେ ପିସିସିର ନେତୃତ୍ୱରେ ପରିବର୍ତ୍ତନ ହେବ ନା ନାହିଁ, ତାକୁ ନେଇ ଏବେ ଚର୍ଚ୍ଚା।

ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ଏବଂ ପରେ ପରେ ମୁଖିଆ ପଦରୁ ନିରଞ୍ଜନଙ୍କ ଇସ୍ତଫା ପରଠୁ ଓଡ଼ିଶାରେ କଂଗ୍ରେସ ଏକପ୍ରକାର ଦିଶାହୀନ ଅବସ୍ଥାରେ ଅଛି। ତେଣୁ ସୋନିଆ ଫେରିଥିବାରୁ ଏଠି ପୁଣି ଟ୍ରାକ୍‌କୁ ଫେରିବ କି କଂଗ୍ରେସ? କାରଣ ଆଗକୁ ବିଜେପୁର ଉପନିର୍ବାଚନ ଅଛି। ଦଳ ଏଠି କାହା ନେତୃତ୍ୱରେ ମଇଦାନ୍‌କୁ ଓହ୍ଲାଇବ ତାକୁ ନେଇ ବି ସନ୍ଦେହ ଦୂର ହୋଇନି। ତେବେ ନେତାଙ୍କ ଆଶା, ସୋନିଆ ଓଡ଼ିଶା ସମ୍ପର୍କରେ ଭଲ ଭାବେ ଅବଗତ ଥିବାରୁ ନେତୃତ୍ୱକୁ ନେଇ ସଠିକ୍ ନିଷ୍ପତ୍ତି ନେବେ।

କଂଗ୍ରେସର ମହାଧିବେଶନ ପର୍ଯ୍ୟନ୍ତ ସୋନିଆ ହିଁ ରହିବେ ଦଳର ଅନ୍ତରୀଣ ଅଧ୍ୟକ୍ଷ। ଆଗାମୀ ମହାଧିବେଶନ ବେଳେ ହିଁ ସ୍ପଷ୍ଟ ହେବ କିଏ ହେବେ ଏଆଇସିସି ଅଧ୍ୟକ୍ଷ। ତେଣୁ ୟା ଭିତରେ ବିଭିନ୍ନ ରାଜ୍ୟ ସଂଗଠନରେ ପରିବର୍ତ୍ତନ ନିଶ୍ଚିତ। ତେବେ ବିଶେଷଜ୍ଞଙ୍କ ମତରେ ଯେଉଁ ରାଜ୍ୟରେ ନିର୍ବାଚନ ହେବାର ଅଛି, ସେଠାରେ ପ୍ରଥମେ ପିସିସି ସଭାପତି ପରିବର୍ତ୍ତନ ପରେ ଯାଇ ଓଡ଼ିଶା କଥା ଚିନ୍ତା କରାଯାଇ ପାରେ।

ଜାତୀୟ କଂଗ୍ରେସରେ ନେତୃତ୍ୱ ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଥିଲା ବେଳେ ରାଜ୍ୟ କଂଗ୍ରେସର ନବକଳେବର କେବେ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story