ଗ୍ରୀଷ୍ଣ ପ୍ରବାହର ମୁକାବିଲା ଲାଗି ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ଗ୍ରୀଷ୍ଣ ପ୍ରବାହର ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଚିଠି। ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ପଦକ୍ଷେପ ସହ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ ଏସ୍ଆରସି।ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି। ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଛି। ଏଥିଦୃଷ୍ଟିରୁ କୌଣସି ଅଞ୍ଚଳରେ ପିଇବା ପାଣି ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ତାସହ ନଳକୂପ, ପାନୀୟ ଜଳ ପାଇପ […]

Heatwave

Heatwave

Tapas Behera
  • Published: Sunday, 24 May 2020
  • Updated: 24 May 2020, 05:06 PM IST

Sports

Latest News

ଭୁବନେଶ୍ୱର: ଗ୍ରୀଷ୍ଣ ପ୍ରବାହର ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଚିଠି। ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ପଦକ୍ଷେପ ସହ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ ଏସ୍ଆରସି।ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି। ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଛି।

ଏଥିଦୃଷ୍ଟିରୁ କୌଣସି ଅଞ୍ଚଳରେ ପିଇବା ପାଣି ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ତାସହ ନଳକୂପ, ପାନୀୟ ଜଳ ପାଇପ ଲାଇନ ତୁରନ୍ତ ମରାମତି ପାଇଁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି।

ବିଭିନ୍ନ ଡିସପେନସାରୀ, ମେଡିକାଲରେ ଅଂଶୁଘାତ ରୋଗୀଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବାକୁ କୁହାଯାଇଛି। ତାସହ ଶ୍ରମିକ କେଉଁ ସମୟରେ କାର୍ଯ୍ୟ କରିବେ, ସେନେଇ ଜିଲ୍ଲାପାଳମାନେ ଗାଇଡଲାଇନ ଜାରି କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ବାତ୍ୟା ଅମ୍ପନ ଯିବା ପରଠୁ ଗତ ଦୁଇ ଦିନ ହେଲା ରାଜ୍ୟରେ ରେକର୍ଡ କରୁଛି ପାରଦ। ଗତକାଲି ବି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୧ ଡିଗ୍ରୀକୁ ଟପିଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତା’ସହ ତାତି ଆଉ ୨ରୁ ୩ଡିଗ୍ରୀ ବଢ଼ିବା ଆଶଙ୍କା କରିଛି ପାଣିପାଗ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story