ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦିଆଯାଉ

ପୁରୀ:(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦର ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ ରିପୋର୍ଟରେ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାରୁ କୋଭିଡ୍ ସଂକ୍ରମଣ ନେଇ ଆଶଙ୍କା ରହିଛି। ସେବାୟତଙ୍କ ସମେତ ୫୦୦ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଆଜିଠାରୁ ଆଉ ଆବଶ୍ୟକ […]

sebayata-1

sebayata-1

Tapas Behera
  • Published: Thursday, 21 January 2021
  • Updated: 21 January 2021, 04:20 PM IST

Sports

Latest News

ପୁରୀ:(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦର ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି।

ବିନା କୋଭିଡ ରିପୋର୍ଟରେ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାରୁ କୋଭିଡ୍ ସଂକ୍ରମଣ ନେଇ ଆଶଙ୍କା ରହିଛି। ସେବାୟତଙ୍କ ସମେତ ୫୦୦ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରାଯାଇଛି।

ମହାପ୍ରଭୁଙ୍କ ଦର୍ଶନ ଲାଗି ଆଜିଠାରୁ ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଦୀର୍ଘ ୯ ମାସ ଧରି କାଳିଆ ସାଆନ୍ତକୁ ଟିକେ ଦେଖିବାକୁ ଛଟପଟ ହେଉଥିବା ଭକ୍ତ ଆଜି ନିର୍ବିଘ୍ନରେ କରିଛନ୍ତି ପ୍ରଭୁଙ୍କ ଦର୍ଶନ । ତେଣୁ ଶ୍ରୀମନ୍ଦିରରେ ଭିଡ଼ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story