ଶ୍ରୀଜିଉ ସ୍ଥାନାନ୍ତର ପ୍ରସଙ୍ଗ: ଛତିଶା ନିଯୋଗ ବୈଠକରେ ହୋଇପାରିଲାନି ନିଷ୍ପତ୍ତି

ପୁରୀ:  ଜଗମୋହନ ମରାମତି ଲାଗି ରତ୍ନବେଦୀରୁ ଶ୍ରୀଜିଉଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ବସିଥିବା ଛତିଶ ନିଯୋଗର ବୈଠକରେ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଗତକାଲି ସନ୍ଧ୍ୟାରେ ଏହି ବୈଠକ ବସିଥିଲା। ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରରେ ବୈଷୟିକ କମିଟିର ଏକ ବୈଠକ ବସିବ। ଆଲୋଚନା ପରେ ଯାହା ସମ୍ପୂର୍ଣ୍ଣ ରିପୋର୍ଟ ଆସିବ ସେ ସମ୍ପର୍କରେ ଛତିଶା ନିଯୋଗକୁ ଅବଗତ କରାଯିବ। ଏହାପରେ ପୁଣି ନିଯୋଗ ସହ ଆଲୋଚନା କରି କାମ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ […]

puri

puri

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 01:24 AM IST

Sports

Latest News

ପୁରୀ:  ଜଗମୋହନ ମରାମତି ଲାଗି ରତ୍ନବେଦୀରୁ ଶ୍ରୀଜିଉଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ବସିଥିବା ଛତିଶ ନିଯୋଗର ବୈଠକରେ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଗତକାଲି ସନ୍ଧ୍ୟାରେ ଏହି ବୈଠକ ବସିଥିଲା। ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରରେ ବୈଷୟିକ କମିଟିର ଏକ ବୈଠକ ବସିବ। ଆଲୋଚନା ପରେ ଯାହା ସମ୍ପୂର୍ଣ୍ଣ ରିପୋର୍ଟ ଆସିବ ସେ ସମ୍ପର୍କରେ ଛତିଶା ନିଯୋଗକୁ ଅବଗତ କରାଯିବ। ଏହାପରେ ପୁଣି ନିଯୋଗ ସହ ଆଲୋଚନା କରି କାମ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ କହିଛନ୍ତି। ଅପରପକ୍ଷରେ ଶ୍ରୀଜିଉଙ୍କ ସ୍ଥାନାନ୍ତର ବିକଳ୍ପ  ନାହିଁ ବୋଲି ଛତିଶା ନିଯୋଗ ତରଫରୁ   କୁହାଯାଇଛି। ଏହି ପ୍ରସଙ୍ଗରେ ୫ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story