ଦୁଇ ଅନାଥଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଶ୍ରୀକାନ୍ତ, ନବଜ୍ୟୋତି

ଜଳେଶ୍ୱର(ଅଜିତ ଦାସ): କରୋନାରେ ଆଖି ବୁଜିଲେ କମଳେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କର ଦୁଇ ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଏଥିସହ ୨ ମାସର ଶିଶୁକୁ ୪ ବର୍ଷ ପର୍ଯ୍ୟନ୍ତ ବେବି ଫୁଡ୍‌ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବଜ୍ୟୋତି। ଭୋଗରାଇ ବ୍ଲକ୍‌ ନିମାତପୁର ଗାଁର ଦମ୍ପତି କମଳେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ସସ୍ମିତାଙ୍କର କରୋନାରେ ମୃତ୍ୟୁ ଘଟିଥିଲା। […]

Srikant Kumar Jena and Navajyoti Patnaik

Manoranjan Sial
  • Published: Wednesday, 16 June 2021
  • Updated: 16 June 2021, 09:30 PM IST

ଜଳେଶ୍ୱର(ଅଜିତ ଦାସ): କରୋନାରେ ଆଖି ବୁଜିଲେ କମଳେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କର ଦୁଇ ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଏଥିସହ ୨ ମାସର ଶିଶୁକୁ ୪ ବର୍ଷ ପର୍ଯ୍ୟନ୍ତ ବେବି ଫୁଡ୍‌ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବଜ୍ୟୋତି।

ଭୋଗରାଇ ବ୍ଲକ୍‌ ନିମାତପୁର ଗାଁର ଦମ୍ପତି କମଳେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ସସ୍ମିତାଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ୭ ବର୍ଷ ଝିଅ ଓ ୨ ମାସର ପୁଅ ଅନାଥ ହୋଇଯାଇଥିଲେ। ଏବେ ଭାଇ-ଭଉଣୀ ତାଙ୍କ ବଡ଼ବାପା ଦେବାଶିଷ ପଣ୍ଡାଙ୍କ ପାଖରେ ରହୁଛନ୍ତି। ଆଜି ପୂର୍ବାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ତରଫରୁ ଯୁବ ନେତା ଵିକ୍ରମ ପଣ୍ଡା ଓ ଦିବେନ୍ଦୁ ପାଣିଗ୍ରାହୀ ମୃତ କମଳେଶଙ୍କ ଘରକୁ ଯାଇଥିଲେ। ଦୁଇ ଅନାଥ ପିଲାଙ୍କ ବଡ଼ବାପା ଦେବାଶିଷ ପଣ୍ଡାଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି।

ସନ୍ଧ୍ୟା ବେଳେ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ତରଫରୁ ସତ୍ୟଶିବ ଦାସ ଓ ଆଶିଷ ପାତ୍ର ମୃତ କମଳେଶଙ୍କ ଘରକୁ ଯାଇ ୧୧,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ୨ ମାସର ଶିଶୁକୁ ୪ ବର୍ଷ ପର୍ଯ୍ୟନ୍ତ ବେବି ଫୁଡ୍‌ ଓ ଭାଇ-ଭଉଣୀଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ମଙ୍ଗଳବାର ସ୍ଥାନୀୟ ବିଧାୟକ ଅନନ୍ତ ଦାସ ଓ ବିଡିଓ ମୃତ କମଳେଶଙ୍କ ବଡ଼ ଭାଇ ଦେବାଶିଷ ପଣ୍ଡାଙ୍କୁ ଭେଟିଛନ୍ତି। ପରେ ଜିଲ୍ଲା ପ୍ରଶାସନ ତରଫରୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହ ବ୍ଲକ୍‌ ପ୍ରଶାସନ ତରଫରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାହାୟତା ପ୍ରଦାନ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ନିମାତପୁର ଗାଁର ରାମନାରାୟଣ ପଣ୍ଡାଙ୍କ ସାନ ପୁଅ କମଳେଶ। ପେଶାରେ ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟାଳୟର ସେଫ୍ଟି ଡିପାର୍ଟମେଣ୍ଟର କର୍ମଚାରୀ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ସସ୍ମିତା ପଣ୍ଡା କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଷ୍ଟାଫ୍‌ ନର୍ସ ଭାବେ କାମ କରୁଥିଲେ। ସେମାନଙ୍କର ଜଣେ ୭ ବର୍ଷର ଝିଅ ରହିଛି। ନାଁ ହେଉଛି କ୍ରିଷ୍ଣା କୁମାରୀ ପଣ୍ଡା। ସସ୍ମିତା ୯ ମାସ ଗର୍ଭବତୀ ଥିବା ସତ୍ତ୍ୱେ ନିୟମିତ ମେଡିକାଲ୍‌ ଡ୍ୟୁଟିକୁ ଯାଉଥିଲେ। ସେହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କୋଭିଡ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ସସ୍ମିତା ପୁତ୍ର ସନ୍ତାନ ଜନ୍ମ ଦେଇ ପ୍ରାଣ ହରାଇଥିଲେ। ସସ୍ମିତାଙ୍କ ପରେ ପରେ କମଳେଶ ପଣ୍ଡା କରୋନାରେ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story