ଶ୍ରୀମନ୍ଦିର ଉଚ୍ଚତା ବିଶିଷ୍ଟ କୌଣସି କୋଠା ପୁରୀରେ ନିର୍ମାଣ ହୋଇପାରିବ ନାହିଁ

ପୁରୀ: ଶ୍ରୀମନ୍ଦିର ଉଚ୍ଚତା ବିଶିଷ୍ଟ କୌଣସି କୋଠା ପୁରୀରେ ନିର୍ମାଣ ହୋଇପାରିବ ନାହିଁ। ଶ୍ରୀମନ୍ଦିର ଠାରୁ ୩ କିଲୋମଟିର ଦୂରତା ମଧ୍ୟରେ ୨୦ମିଟରରୁ ଅଧିକ ଉଚ୍ଚତାର କୌଣସି ମନ୍ଦିର ନିର୍ମାଣ ହୋଇପାରିବ ନାହିଁ। ପୁଣି ବଡଦାଣ୍ଡର ୧୦୦ମିଟର ଦୂରତା ଭିତରେ କୋଠାର ସର୍ବାଧିକ ଉଚ୍ଚତା ୧୨ମିଟର ରହିବ। ବଡଦାଣ୍ଡର ଦୁଇପାର୍ଶ୍ୱର ସମସ୍ତ କୋଠାର ରଙ୍ଗ ଗୋଟିଏ ପ୍ରକାର ହେବ। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷାକୁ ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ତରଫରୁ ସୋମବାର ଏହିପରି ନିଷ୍ପତ୍ତି […]

Sri-Puri-Jagannath-Temple3

Sri-Puri-Jagannath-Temple3

Rakesh Mallick
  • Published: Monday, 16 May 2016
  • Updated: 16 May 2016, 03:30 PM IST

Sports

Latest News

Sri-Puri-Jagannath-Temple3ପୁରୀ: ଶ୍ରୀମନ୍ଦିର ଉଚ୍ଚତା ବିଶିଷ୍ଟ କୌଣସି କୋଠା ପୁରୀରେ ନିର୍ମାଣ ହୋଇପାରିବ ନାହିଁ। ଶ୍ରୀମନ୍ଦିର ଠାରୁ ୩ କିଲୋମଟିର ଦୂରତା ମଧ୍ୟରେ ୨୦ମିଟରରୁ ଅଧିକ ଉଚ୍ଚତାର କୌଣସି ମନ୍ଦିର ନିର୍ମାଣ ହୋଇପାରିବ ନାହିଁ। ପୁଣି ବଡଦାଣ୍ଡର ୧୦୦ମିଟର ଦୂରତା ଭିତରେ କୋଠାର ସର୍ବାଧିକ ଉଚ୍ଚତା ୧୨ମିଟର ରହିବ। ବଡଦାଣ୍ଡର ଦୁଇପାର୍ଶ୍ୱର ସମସ୍ତ କୋଠାର ରଙ୍ଗ ଗୋଟିଏ ପ୍ରକାର ହେବ।

ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷାକୁ ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ତରଫରୁ ସୋମବାର ଏହିପରି ନିଷ୍ପତ୍ତି ନିଆଯାଇଛି।

ଏହି ନିଷ୍ପତ୍ତି ପୁରୀ ବଳିଆପଣ୍ଡା ସିପସରୁବାଲି ଅଞ୍ଚଳରେ ହେବାକୁ ଥିବା ଇସ୍କନର ପ୍ରସ୍ତାବିତ ଭବ୍ୟ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଶକ୍ତ ଧକ୍କା ଦେଇପାରେ। କାରଣ ଏବେ ରାଜ୍ୟ ନଗର ଉନ୍ନୟନ ବିଭାଗ ତରଫରୁ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ନେଇ ପୁରୀ କୋଣାର୍କ ଡେଭ୍‌ଲପମେଣ୍ଟ ଅଥରିଟି(ପିକେଡିଏ) ଆଗକୁ ଏହି ନିଷ୍ପତ୍ତି ଆଧାରରେ ସମସ୍ତ ପ୍ଲାନ୍‌କୁ ଅନୁମୋଦନ କରିବ। ପୂର୍ବରୁ ଥିବା କୋଠା ଉପରେ ଏହି ନିୟମ ଲାଗୁ ହେବ ନାହିଁ ଏବଂ ଲହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଜନଶୁଣାଣୀ କରାଯିବାକୁ ନିଷ୍ପତ୍ତି କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି।

ସେ କହିଛନ୍ତି ଯେ, ଗତ ୨୯ ଅପ୍ରେଲରେ ନଗର ଉନ୍ନୟନ ସଚିବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ଐତିହ୍ୟକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି।  ବଡଦାଣ୍ଡରୁ ଅଠରନଳା ପର୍ଯ୍ୟନ୍ତ ସମସ୍ତ କୋଠାର ରଙ୍ଗ ଗୋଟିଏ ପ୍ରକାର କରାଯିବ। ପୂର୍ବରୁ ବଡଦାଣ୍ଡର ଦୁଇପାର୍ଶ୍ୱର ସମସ୍ତ କୋଠାକୁ ହାତୀଦାନ୍ତର ରଙ୍ଗଭଳି ରଙ୍ଗିନ୍‌  କରାଯିବାକୁ ଯୋଜନା କରାଯାଇଥିଲା। ସେହି ସମୟରେ ଏହା କାର୍ଯ୍ୟକାରୀ କରାଯାଇପାରି ନ ଥିଲେ ମଧ୍ୟ ଏବେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story