‘ନବୀନବାବୁ ମଲ୍‌ଟି ଭିଟାମିନ୍‌ ଚା’ ପିଅନ୍ତୁ ସୁସ୍ଥ ରୁହନ୍ତୁ’

ବଲାଙ୍ଗିର(ଘଟେଶ୍ୱର ମିଶ୍ର): “ନବୀନବାବୁ ମଲ୍‌ଟି ଭିଟାମିନ୍‌ ଚା’ ପିଅନ୍ତୁ ସୁସ୍ଥ ରୁହନ୍ତୁ।” ନବୀନବାବୁଙ୍କ ନାଁରେ ଚା ଦୋକାନ! ହଠାତ୍‌ ଏମିତି କଣ ହେଲା ଯେ ନବୀନବାବୁଙ୍କ ନାଁରେ ଖୋଲିଲା  ମଲ୍‌ଟି ଭିଟାମିନ୍‌ ଚା’ ଦୋକାନ? ତେବେ କଥାର ନଥା ବାହାର କରିବା ପୂର୍ବରୁ ଜାଣିରଖନ୍ତୁ ପୂରା ଘଟଣା। କୋଭିଡ୍‌ ଡ୍ୟୁଟିରୁ ଛଟେଇ ହୋଇଥିବା ଷ୍ଟାଫ୍‌ନର୍ସମାନେ ନିଯୁକ୍ତି ଦାବିରେ ଆଜି ଅଭିନବ ପ୍ରତିବାଦ କରିଛନ୍ତି। ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଷ୍ଟାଫ୍‌ ନର୍ସମାନେ ଚା’ ବିକିବା ସହିତ ଏପରି […]

Staff-Nurse

Staff-Nurse

Manoranjan Sial
  • Published: Thursday, 05 August 2021
  • Updated: 05 August 2021, 05:53 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): “ନବୀନବାବୁ ମଲ୍‌ଟି ଭିଟାମିନ୍‌ ଚା’ ପିଅନ୍ତୁ ସୁସ୍ଥ ରୁହନ୍ତୁ।” ନବୀନବାବୁଙ୍କ ନାଁରେ ଚା ଦୋକାନ! ହଠାତ୍‌ ଏମିତି କଣ ହେଲା ଯେ ନବୀନବାବୁଙ୍କ ନାଁରେ ଖୋଲିଲା  ମଲ୍‌ଟି ଭିଟାମିନ୍‌ ଚା’ ଦୋକାନ? ତେବେ କଥାର ନଥା ବାହାର କରିବା ପୂର୍ବରୁ ଜାଣିରଖନ୍ତୁ ପୂରା ଘଟଣା। କୋଭିଡ୍‌ ଡ୍ୟୁଟିରୁ ଛଟେଇ ହୋଇଥିବା ଷ୍ଟାଫ୍‌ନର୍ସମାନେ ନିଯୁକ୍ତି ଦାବିରେ ଆଜି ଅଭିନବ ପ୍ରତିବାଦ କରିଛନ୍ତି। ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଷ୍ଟାଫ୍‌ ନର୍ସମାନେ ଚା’ ବିକିବା ସହିତ ଏପରି ନାରା ଦେଇଛନ୍ତି।

ମହାମାରୀ କରୋନା ଯେତେବେଳେ ପିକ୍‌ରେ ଥିଲା, ସେତେବେଳେ ଷ୍ଟାଫ୍‌ ନର୍ସମାନଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ପରେ ସେମାନଙ୍କୁ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ନିୟୋଜିତ କରାଯାଇଥିଲା। ଆଉ ଷ୍ଟାଫ୍‌ ନର୍ସମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ। କରୋନାର କୋପ କମିବା ପରେ ରାଜ୍ୟ ସରକାର ସେହି ଷ୍ଟାଫ୍‌ ନର୍ସମାନଙ୍କୁ ବାହାର କରିଦେଲେ।

[caption id="attachment_664650" align="aligncenter" width="650"]Staff Nurse ଷ୍ଟାଫ୍‌ ନର୍ସମାନେ ଚା’ ବିକୁଛନ୍ତି[/caption]

ଗତ ୩ ମାସ ହେଲା ଷ୍ଟାଫ୍‌ ନର୍ସମାନେ ଚାକିରି ହରାଇ ନାନା ଦହଗଞ୍ଜ ହେଉଛନ୍ତି। ଘରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଆଉ ଥରେ ନିଯୁକ୍ତି ଦେବାକୁ ସେମାନେ ଦାବି କରି ଆସୁଛନ୍ତି। ମାତ୍ର ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି।

ରାଜ୍ୟ ସରକାରଙ୍କଠାରୁ ନିରାଶ ହେବା ପରେ ଛଟେଇ ହୋଇଥିବା ଷ୍ଟାଫ୍‌ ନର୍ସମାନେ ୩ ତାରିଖରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଜିଠାରୁ ସେମାନେ ଚା’ ବିକିବା ଆରମ୍ଭ କରିଛନ୍ତି। ହାତରେ ଫ୍ଲା କାର୍ଡ ଧରି ‘ନବୀନବାବୁ ମଲ୍‌ଟି ଭିଟାମିନ୍‌ ଚା’ ପିଅନ୍ତୁ ସୁସ୍ଥ ରୁହନ୍ତୁ’ ନାରା ଦେଉଛନ୍ତି।

ବୁଧବାର ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, 5-T ସଚିବ ଭି.କେ ପାଣ୍ଡିଆନ୍‌ ଓ ଅନ୍ୟମାନେ ଭୀମଭୋଇ ମେଡିକାଲ କଲେଜ ଗସ୍ତରେ ଯାଇଥିଲେ। ସେହି ସମୟରେ ଛଟେଇ ହୋଇଥିବା ଷ୍ଟାଫ୍‌ ନର୍ସମାନେ ହୋ-ହଲ୍ଲା କରିଥିଲେ।

https://youtu.be/lo0sJcFIW30

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story