୨୦୧୦ ପରଠୁ ନିଜସ୍ୱ ୩୧ଟି ନୂଆ ଯୋଜନା କଲେଣି ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ୨୦୧୦ ମସିହା ପରଠୁ ୩୧ଟି ନିଜସ୍ୱ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୭ ଓ ୨୦୧୮ ମସିହାରେ ସର୍ବାଧିକ ୧୬ଟି ଯୋଜନା ଆରମ୍ଭ କରିଛନ୍ତି । ବିଧାନସଭାରେ ଆଜି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ୨୦୧୦ରୁ ୨୦୨୨ (ଆଜି […]

odisha-assemble

odisha-assemble

Ordigital Desk
  • Published: Thursday, 14 July 2022
  • Updated: 15 July 2022, 01:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ୨୦୧୦ ମସିହା ପରଠୁ ୩୧ଟି ନିଜସ୍ୱ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୭ ଓ ୨୦୧୮ ମସିହାରେ ସର୍ବାଧିକ ୧୬ଟି ଯୋଜନା ଆରମ୍ଭ କରିଛନ୍ତି ।

ବିଧାନସଭାରେ ଆଜି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ୨୦୧୦ରୁ ୨୦୨୨ (ଆଜି ପର୍ଯ୍ୟନ୍ତ) ରାଜ୍ୟରେ ୩୧ଟି ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି । ୨୦୧୯ ମସିହାରେ ଗୋଟିଏ ବି ନୂଆ ଯୋଜନା କାର୍ଯ୍ୟକାରୀ ହୋଇନଥିବା ବେଳେ ୨୦୨୦ରେ ୨ଟି ଓ ୨୦୨୧ରେ ୩ଟି ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ୨୦୨୨ ମସିହାର  ଏବେସୁଦ୍ଧା ଗୋଟିଏ ବି ନୂଆ ଯୋଜନା କାର୍ଯ୍ୟକାରୀ ହୋଇନାହିଁ।

୨୦୧୪ ସାଧାରଣ ନିର୍ବାଚନ ବର୍ଷରେ ଗୋଟିଏ ବି ନୂଆ ଯୋଜନା କରିନଥିବା ବିଜେଡି ସରକାର ୨୦୧୦ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ମାତ୍ର ୬ଟି ନୂଆ ଯୋଜନା ଆଣିଥିଲେ । ଅବଶ୍ୟ ଏବେ ଏହି ମୋଟ ୩୧ଟି ଯୋଜନାରୁ କିଛି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ଆଉ କିଛି ଯୋଜନାର ସର୍ତ୍ତାବଳୀ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story