ଏଣିକି ବିଶ୍ୱବିଦ୍ୟାଳୟ ଜମି ଉପରେ ଅବାଧ ହସ୍ତକ୍ଷେପ କରିପାରିବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅବାଧ ହସ୍ତକ୍ଷେପ କରିପାରିବେ ରାଜ୍ୟ ସରକାର। କୁଳପତିଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ନିଜର କର୍ତ୍ତୃତ୍ୱ ଜାହିରି କରିପାରିବେ ରାଜ୍ୟ ସରକାର। ଆଜି ଏହି ମର୍ମରେ  ବିଧାନସଭାରେ ପାରିତ ହୋଇଛି ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲକୁ ମଂଜୁରୀ ମିଳିଛି । ମୁଖ୍ୟତଃ ରାଜ୍ୟ ସରକାର […]

Utkaluniversity-1

Utkaluniversity-1

Tapas Behera
  • Published: Tuesday, 06 October 2020
  • Updated: 06 October 2020, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅବାଧ ହସ୍ତକ୍ଷେପ କରିପାରିବେ ରାଜ୍ୟ ସରକାର। କୁଳପତିଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ନିଜର କର୍ତ୍ତୃତ୍ୱ ଜାହିରି କରିପାରିବେ ରାଜ୍ୟ ସରକାର। ଆଜି ଏହି ମର୍ମରେ  ବିଧାନସଭାରେ ପାରିତ ହୋଇଛି ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲକୁ ମଂଜୁରୀ ମିଳିଛି । ମୁଖ୍ୟତଃ ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ବଳକା ଜମି ଗୁଡ଼ିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ। ତେବେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଆଇନ୍‌କୁ  କଳା ଆଇନ୍ ଏବଂ ବିଧାନସଭାର ଆଜିର ଦିନକୁ କଳା ଦିବସ ବୋଲି ବୋଲି କହିଛନ୍ତି।  ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିଲ୍ ପାରିତ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟରେ ସ୍ୱଚ୍ଛତା ଆସି ପାରିବ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବିଧେୟକ ଟେବୁଲକୁ ଆସିବା ଦିନ କଂଗ୍ରେସ ବିଧାୟକ ତାରା ବାହିନୀପତି ଏହାର କପିକୁ ଗୃହରେ ଚିରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ବିରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଗୃହରେ ୪ ଦିନର ଘମାଘୋଟ ଆଲୋଚନା ପରେ ଏହି ବିଲ୍ ପାସ୍ ହୋଇଛି । ଆଲୋଚନାବେଳେ ବହୁ ସଂଶୋଧିତ ପ୍ରସ୍ତାବ ଆସିଥିଲେ ବି ସେସବୁରୁ ଅଧିକାଂଶ କାଟ୍ ଖାଇଥିଲା । ହେଲେ ଆଜି ଆଲୋଚନାରେ ବିଜେପି ଭାଗ ନେଇ ନଥିଲା । ବିଲ୍ ପାସ୍ ହେବା ପରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ କଳା ଆଇନ୍ ବୋଲି କହିଛନ୍ତି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବା ସହ ସରକାରୀ ହସ୍ତକ୍ଷେପ ରହିବ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ତେବେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଏହାଦ୍ୱାରା ବିଶ୍ୱବିଦ୍ୟାଳୟରେ ସ୍ୱଚ୍ଛତା ଆସିବ। ତେବେ ସଂଶୋଧିତ ବିଲରେ ଥିବା ବ୍ୟବସ୍ଥା ଅନୁଯାୟୀ,

କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ସିନେଟ ବ୍ୟବସ୍ଥାର ଉଚ୍ଛେଦ କରାଯାଇଛି। ସିଣ୍ଡିକେଟକୁ ସଶକ୍ତ କରାଯାଇ ଜଣେ ଯୁଗ୍ମ ସଚିବଙ୍କୁ ଦାୟିତ୍ୱ ଦିଆଯିବ। କୁଳାଧିପତିଙ୍କ ସର୍ଚ୍ଚ କମିଟିରେ ରାଜ୍ୟପାଳଙ୍କ ମନୋନୀତ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅବସରପ୍ରାପ୍ତ ଅଧିକାରୀ ରହିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବେ। ବିଶ୍ୱବିଦ୍ୟାଳୟର ସ୍ଥାବର ଓ ଅସ୍ଥାବରର ସମ୍ପତି ଉପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିବ। ଓପିଏସସି ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି କରାଯିବ । ନନ ଟିଚିଂ ଷ୍ଟାଫ ନିଯୁକ୍ତି କରିବେ ଷ୍ଟେଟ ସିଲେକ୍ସନ ବୋର୍ଡ। ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନହୋଇ ୱେବସାଇଟରେ ଉପଲବ୍ଧ ହେବ। ଏହି ବିଲ ପାରିତ ହେବା ପରେ ଗୋଟିଏ ଆଇନ ଅଧିନରେ ସବୁ ବିଶ୍ୱବିଦ୍ୟାଳୟ କାମ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story