କରୋନା ଚିନ୍ତା: ଏପ୍ରିଲ୍ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ଦୃଷ୍ଟିରେ ରଖି ଆଜି ଏପ୍ରିଲ୍ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୧ରୁ ୩୦ ତାରିଖ ଯାଏଁ ଲାଗୁ ହେବ। ଗାଇଡ୍‌ଲାଇନ୍‌ରେ କ’ଣ ଅଛି ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ କଣ୍ଟେନମେଣ୍ଟ କରିପାରିବେ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି, ଘରକୁ ଘର ସର୍ଭେ […]

odisha secretariat

odisha secretariat

Jitendra Garnayak
  • Published: Wednesday, 31 March 2021
  • Updated: 31 March 2021, 10:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ଦୃଷ୍ଟିରେ ରଖି ଆଜି ଏପ୍ରିଲ୍ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୧ରୁ ୩୦ ତାରିଖ ଯାଏଁ ଲାଗୁ ହେବ।

ଗାଇଡ୍‌ଲାଇନ୍‌ରେ କ’ଣ ଅଛି

  • ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ
  • କଣ୍ଟେନମେଣ୍ଟ କରିପାରିବେ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନ
  • ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
  • କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି, ଘରକୁ ଘର ସର୍ଭେ ହେବ
  • ଯଥା ସମ୍ଭବ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ
  • ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ
  • ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି

ପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ

  • ସଭାସମିତି ପାଇଁ ଗାଇଡଲାଇନ ଜାରି କଲେ ଏସ୍‌ଆର୍‌ସି
  • ଇଣ୍ଡୋର ହଲ୍‌ରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା
  • ଇଣ୍ଡୋର ହଲରେ ୫୦% ସିଟ୍‌ରେ ବସିପାରିବେ ଲୋକେ
  • ସଭାରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ
  • ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ନିର୍ଦ୍ଧାରଣ କରିବ ପ୍ରଶାସନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos