‘ଓଡ଼ିଶାକୁ ମିଳିଛି ୯୭୨୩ କୋଟି, ୟୁପିଏ ତୁଳନାରେ ୧୦ ଗୁଣ ଅଧିକ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୯,୭୨୩ କୋଟିର ଅନୁଦାନ। ଏନେଇ ଆଜି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ। ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।  ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବର୍ଷ ଓଡ଼ିଶାକୁ ୯୭୨୩ କୋଟି ମିଳିଛି। ୟୁପିଏ ତୁଳନାରେ ୧୦ ଗୁଣ ଅଧିକ ଟଙ୍କା ମିଳିଛି। ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା। ୨୦୧୪ରୁ ୧୯ ପର୍ଯ୍ୟନ୍ତ […]

rail

rail

Manoranjan Sial
  • Published: Thursday, 03 February 2022
  • Updated: 03 February 2022, 06:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୯,୭୨୩ କୋଟିର ଅନୁଦାନ। ଏନେଇ ଆଜି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ। ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। 

ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବର୍ଷ ଓଡ଼ିଶାକୁ ୯୭୨୩ କୋଟି ମିଳିଛି। ୟୁପିଏ ତୁଳନାରେ ୧୦ ଗୁଣ ଅଧିକ ଟଙ୍କା ମିଳିଛି। ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା। ୨୦୧୪ରୁ ୧୯ ପର୍ଯ୍ୟନ୍ତ ମୋଦି ସରକାର ହାରାହାରି ବାର୍ଷିକ ୪୧୨୬ କୋଟି ଦେଇଥିଲେ। ୨୦୧୯-୨୦ ମସିହାରେ ୪୫୬୮, ୨୦-୨୧ରେ ୫୨୯୬ କୋଟି ଦିଆଯାଇଛି। ୨୦୨୧-୨୨ରେ ପ୍ରଥମେ ୫୯୨୧ ଓ ପରେ ୫୫୦ କୋଟି ଦିଆଯାଇଥିଲା। ୨୦୨୧-୨୨ରେ ମୋଟ ୬୪୭୧ କୋଟି ଦିଆଯାଇଥିଲା ବୋଲି ବୈଷ୍ଣବ କହିଛନ୍ତି।

ସେ ଆହୁରି କହିଛନ୍ତି, ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ। କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ପାଇଁ ଏଯାଏ ୫୦% ଜମି ଅଧିଗ୍ରହଣ ହୋଇଛି। ବାକି ଜମି ରାଜ୍ୟ ଦେଲେ କାମ ଆରମ୍ଭ ହେବ। ସାରା ଦେଶ ପାଇଁ ବନ୍ଦେ ଭାରତ ଘୋଷଣା ହୋଇଛି। ଓଡ଼ିଶାରେ ମଧ୍ୟ ଏହା ଚାଲିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ବଜେଟରେ ୯୮.୭ କିମିର ଅନୁଗୋଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫ କୋଟି ଟଙ୍କା, ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ତାଳଚେର-ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଭଦ୍ରକ–ନିଗୃଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର- ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଟଙ୍କା, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି ଟଙ୍କା ଦିଆଯାଇଛି। ଠିକ୍‌ ସେହିପରି ଜୟପୁର–ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କା ଦିଆଯାଇଛି।  କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story