ରାଜ୍ୟବ୍ୟାପୀ ଅଟୋ ଧର୍ମଘଟ, ଭୁବନେଶ୍ୱରର ତିରିଶ ହଜାର ଅଟୋ ଚାଳକ ସାମିଲ

ଭୁବନେଶ୍ୱର: ଆଜି ଅଟୋ ଧର୍ମଘଟ। ଅଟୋ ଚାଳକ ମହାସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଭୁବନେଶ୍ୱରର ପ୍ରାୟ ୩୦ ହଜାର ଅଟୋ ଚାଳକ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅଟୋ ମାରଣନୀତି ବିରୋଧରେ ରାଜ୍ୟପ୍ୟାପୀ ଏହି ଧର୍ମଘଟ ଡାକାରା ଦିଆଯାଇଛି। ତା’ଛଡ଼ା କେନ୍ଦ୍ର ସରକାର ଇନ୍‌ସ୍ୟୁରାନ୍ସ ଓ ଟିକସ ବୃଦ୍ଧି କରିଥିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି।

auto

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 10:11 AM IST

Related story